Odisha Weather Update
Odisha Weather Update
June 1, 2025 at 02:53 AM
ଓଡ଼ିଶାରେ ଆଜିଠାରୁ ବଦଳିବ ପାଣିପାଗ ମିଜାଜ ଜୁନ ପ୍ରଥମ ସପ୍ତାହ ଯାଏଁ ରାଜ୍ୟରେ ନିଷ୍କ୍ରିୟ ରହିବ ମୌସୁମୀ ବାୟୁ, ଉତ୍ତର-ପଶ୍ଚିମ ଭାରତ ପଟୁ ପ୍ରବେଶ କରୁଥିବା ଶୁଷ୍କ ବାୟୁ ପ୍ରଭାବରେ ରାଜ୍ୟରେ ପୁଣି ବଢ଼ିବ ତାପମାତ୍ରା ଏହା ସହ ଉପକୂଳରେ ଦେଖାଦେଇପାରେ ଗୁଳୁଗୁଳିର ପ୍ରଭାବ।
😢 ❤️ 🤡 5

Comments