Odisha Weather Update
Odisha Weather Update
June 2, 2025 at 03:48 AM
ନିଷ୍କ୍ରିୟ ମୌସୁମୀ.. ଶୁଖିଲା ପାଗ ସାଙ୍ଗକୁ ଶୁଷ୍କ ବାୟୁ ପଶ୍ଚିମରେ ଆଗାମୀ ୫ ଦିନ ଜାଳିବ ଖରା, ଉପକୂଳରେ ଜଳୀୟବାଷ୍ପର ଉପସ୍ଥିତିରେ ଅସହ୍ୟ ହେବ ଗୁଳୁଗୁଳି। ଜୁନ ୮ ଯାଏଁ ନିସ୍ତାର ନାହିଁ..
Image from Odisha Weather Update: ନିଷ୍କ୍ରିୟ ମୌସୁମୀ..  ଶୁଖିଲା ପାଗ ସାଙ୍ଗକୁ ଶୁଷ୍କ ବାୟୁ ପଶ୍ଚିମରେ ଆଗାମୀ ୫ ଦିନ...
❤️ 👍 😭 3

Comments