
Padmalochan Panda
June 4, 2025 at 05:33 AM
ଅସ୍ମିତାର ବିଜୟକୁ ୧ ବର୍ଷ !
ବର୍ଷ ସମ୍ଭାବନାର, ବର୍ଷ ସଂକଳ୍ପର, ବର୍ଷ ସୁଶାସନର !!
ଆଜି ୪ ଜୁନ, ୨୪ ବର୍ଷ ଅହଙ୍କାରୀ ଶାସନର ପତନର ଦିନ । ଆଜିର ଦିନରେ ସିମୁଳିଆ ଖଇରାର ସେବକ ଭାବେ 3ଥର ପାଇଁ ବିଧାୟକ ଭାବେ ଐତିହାସିକ ବିଜୟ ହାସଲ କରିଥିଲି । ଏହି ବିଜୟ ଲୋକତନ୍ତ୍ରର ଶକ୍ତି ଓ ସିମୁଳିଆଖଇରାବାସୀ ସ୍ୱାଭିମାନୀ ବୋଲି ସବୁଦିନ ପାଇଁ ମନେ ରହିବ ।