News ଖବର ଆଜିର
May 26, 2025 at 01:31 AM
*ଖବର ଆଜିର, ୨୬ ମେ, ସୋମବାର* ======================= ଓଡ଼ିଶାରେ ସପ୍ତାହେ ପର୍ଯ୍ୟନ୍ତ ବର୍ଷା ଲାଗିରହିବ। ସାରା ରାଜ୍ୟକୁ ବଜ୍ରପାତ ସତର୍କତା,। ଓଡ଼ିଶା ଛୁଇଁବ ମୌସୁମୀ। ଜୁନ୍ ପ୍ରଥମ ସପ୍ତାହରେ ଆସିବା ନେଇ ପାଣିପାଗ ବିଭାଗ ସୂଚନା ସାବିତ୍ରୀ ବଜାରରେ ଫଳ ଦାମ ଉଚ୍ଚା। ଗ୍ରାହଜାଙ୍କୁ ଲୁଟୁଛନ୍ତି ଫଳଦୋକାନୀ। ଫଳରେ ପଡୁଛି ବ୍ୟାପକ କାର୍ବାଇଡ଼ ଶିକ୍ଷକଙ୍କ ଦକ୍ଷତାର ମୂଲ୍ୟାୟନ ହେବ, ଶିକ୍ଷକଙ୍କ ତାଲିକା ଦାଖଲ କରିବାକୁ ନିର୍ଦ୍ଦେଶ। ରଥଯାତ୍ରାରୁ ନୀଳାଦ୍ରି ବିଜେ ମଧ୍ୟରେ ସରିବ ରତ୍ନଭଣ୍ଡାର ମରାମତି କାମ। ପୁରୀର ସୁରକ୍ଷା ପାଇଁ ପୋଲିସ ଉପରେ ଭରସା ନାହିଁ, ରଥଯାତ୍ରାରେ ମୁତୟନ ହେବେ ଏସଓଜି ଯବାନ। ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ମଚାରୀଙ୍କ ପାଇଁ ନିର୍ଦ୍ଦେଶନାମା, ସାଢେ ୫ଟା ପୂର୍ବରୁ ଅଫିସ୍ ଛାଡିବା ମନା। ପୁରୀ ରଥଯାତ୍ରା ପାଇଁ ୩୯ଟି ଚକ ନିର୍ମାଣ ସରିଛି। ଭୂଇଁ ଚଉତା ବିନ୍ଧ ଅନୁକୂଳ ପୂଜା ସହ ଭୂଇଁ ଚଉତାର ପାଖୁଡ଼ା ବିନ୍ଧ ଶେଷ। odiaxpress ଶୀତଳଷଷ୍ଠୀ ପାଇଁ ଚଳଚଞ୍ଚଳ ସମ୍ବଲପୁର, କନ୍ୟା ଦାନ କରିବେ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ଓ ପତ୍ନୀ। ସମ୍ବଲପୁର ଚିଡିଆଖାନା ହେବ ଓଡ଼ିଶାର ଦ୍ୱିତୀୟ ନନ୍ଦନକାନନ, ଆଗାମୀ ୩ ମାସରେ ସହରରେ ଲାଗିବ ଲକ୍ଷେରୁ ଅଧିକ ଗଛ। ଭୁବନେଶ୍ବର ମେଟ୍ରୋ ଟ୍ରେନ୍‌ ଯୋଜନା ବଦଳିଲା। ବଜେଟ ବଢିବ, ଅଣ୍ଡରଗ୍ରାଉଣ୍ଡରେ ଚାଲିବ ଟ୍ରେନ। odiaxpress ଅପରାଧୀଙ୍କ ଭୁବନେଶ୍ୱରରେ ପୁଣି ତିନି ରାଉଣ୍ଡ ଗୁଳିମାଡ଼, ପିତାପଲ୍ଲୀରେ ଯୁବକ ଗୁରୁତର କଳାହାଣ୍ଡି କରଲାମୁଣ୍ଡାରେ ପ୍ରାଣଘାତୀ କିଡ୍‌ନି ରୋଗ। ଗଲାଣି ୧୪ ଜୀବନ, ସଂଗ୍ରାମ କରୁଛନ୍ତି ୧୯ ଜଣ। odiaxpress ଭଦ୍ରକ ବନ୍ତରେ ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଜଳିଗଲା, ୪ ଆହତ ବ୍ରହ୍ମପୁରର ପୂର୍ବତନ ନିର୍ବାହୀ ଯନ୍ତ୍ରୀ ଗିରଫ, ପ୍ଲଟ୍‌ ବିକ୍ରି ନାଁରେ ୩୫ ଲକ୍ଷ ଠକେଇ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରରେ ଝାଡ଼ାବାନ୍ତି, ୩ ମୃତ, ୧୫ରୁ ଅଧିକ ଆକ୍ରାନ୍ତ ଭଦ୍ରକ ଆରଡ଼ି ପୀଠରେ ଶିବଗଙ୍ଗା ପୁଷ୍କରିଣୀରେ ବୁଡ଼ିଗଲେ ୪ ଯୁବକ, ଜଣେ ମୃତ। ଅନୁଗୁଳ ମେଡିକାଲରେ କଟା ହାତ ଧରି ବୁଲିଲେ, ମିଳିଲାନି ଚିକିତ୍ସା, କାର୍ଯ୍ୟକ୍ଷମ ହେଉନି ଟ୍ରମା କେୟାର୍‌। odiaxpress ଗଂଜାମ ଜିଲ୍ଲା କେଲୁଆପଲ୍ଲୀ ପଞ୍ଚାୟତ ପିଇଓ ୧ କୋଟି ୩୭ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଗିରଫ ସମ୍ବଲପୁର ଲଡୁଖାଇ ନିକଟରେ ଟ୍ରକକୁ ଧକ୍କାଦେଲା କାର୍, ଚାଲିଗଲା ଦୁଇ ଜୀବନ, ୨ ଗୁରୁତର। odiaxpress ଚଇତି ପର୍ବ ସାରିଲା ପରେ ନବରଂଗପୁରରୁ ହାଇଦ୍ରାବାଦକୁ ପୁଣି ଦାଦନ ସୁଅ ଆରମ୍ଭ ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା, ଦିଲ୍ଲୀରେ ୨୦୦ ବିମାନ ଚଳାଚଳ ବାଧାପ୍ରାପ୍ତ। କ୍ରିକେଟ ଆଇପିଏଲରେ କ୍ଲାସେନଙ୍କ ଶତକ, ହାଇଦ୍ରାବାଦର ବିଜୟ। ଅନ୍ୟ ମ୍ୟାଚରେ ଚେନ୍ନାଇର ବିଜୟ ଲାଲୁ ଯାଦବଙ୍କ ଘୋଷଣା: ବଡ଼ ପୁଅ ତେଜ ପ୍ରତାପକୁ ଆରଜେଡିରୁ ବିଦା, ପାରିବାରିକ ସମ୍ପର୍କ ଛିନ୍ନ। ଚାରୋଟି ରାଜ୍ୟର ୫ ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା। odiaxpress ପହଲଗାମ୍ ଆକ୍ରମଣକାରୀ ଏବେ ବି ଫେରାର। ଏତେ ଗୁଇନ୍ଦା ସଂସ୍ଥା କରୁଛନ୍ତି କଣ? ସରକାରଙ୍କୁ ଘେରିଲା କଂଗ୍ରେସ କରୋନା ସଂକ୍ରମଣରେ ୨୪ ଘଣ୍ଟାରେ ୨୭ ନୂଆ ମାମଲା, ସକ୍ରିୟ ରୋଗୀ ୩୬୩, ୨ ଆକ୍ରାନ୍ତ ମୃତ ବାଂଲାଦେଶକୁ ନିଜ କବଜାକୁ ନେଉଛି ଆମେରିକା, ୟୁନୁସ ଏକ ଖେଳନା, କହିଲେ ଶେଖ୍‌ ହସିନା ଦକ୍ଷିଣ ଆଫ୍ରିକାରେ ଇସ୍କନର ଅଦିନିଆ ରଥଯାତ୍ରା, ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କଲେ ସେବାୟତ। ୟୁକ୍ରେନ୍‌ ଉପରେ ରୁଷ୍‌ର ପ୍ରଚଣ୍ଡ ଆକ୍ରମଣ, ୧୩ ମୃତ, ବ୍ୟାପକ ଧ୍ବଂସଲୀଳା ======================= ଆଜି ସାବିତ୍ରୀ ବ୍ରତ ଆଜି ଜନ୍ମଦିନ: ବିଳାସ ରାଓ ଦେଶମୁଖ, କଳିକେଶ ସିଂ ଦେଓ, ପପୁ ପମପମ ଇତିହାସରେ ଆଜି ଦିନ: (୧୭୩୯) ଭାରତରୁ ଅଲଗା ହେଲା ଆଫଗାନିସ୍ତାନ/ (୧୯୯୯) ଇସ୍ରୋ ମହାକାଶକୁ ତିନିଟି ସାଟେଲାଇଟ ଛାଡିଲା/ (୧୯୯୯) ଗାଙ୍ଗୁଲି ଓ ଦ୍ଦ୍ରାଭିଡ଼ ୩୧୮ ରନ ବିଶ୍ୱରେକର୍ଡ଼ କଲେ/ (୧୯୫୦) ବ୍ରିଟେନରେ ରାସନ କାର୍ଡରେ ପେଟ୍ରୋଲ କିଣିବା ବନ୍ଦ/ (୨୦୦୨) ଚୀନ ବିମାନ ଦୁର୍ଘଟଣାରେ ୨୨୬ ମୃତ ======================= *ନୀରବରେ ବ୍ୟାପୁଛି କରୋନା। ରାସ୍ତାକଡ ଖାଦ୍ୟରୁ ଦୁରେଇ ରୁହନ୍ତୁ* *ବନ୍ଦେ ଉତ୍କଳ ଜନନୀ* 🪻🌻🪻
❤️ 👍 😮 🙏 14

Comments