News ଖବର ଆଜିର
May 28, 2025 at 01:33 AM
*ଖବର ଆଜିର, ୨୮ ମେ, ବୁଧବାର* ======================= ବଦଳିଗଲା ରାଜ୍ୟର ପାଣିପାଗ। ଜୁନ ଏକ ତାରିଖରେ ଓଡ଼ିଶା ଛୁଇଁବ ମୌସୁମୀ। ବର୍ଷା ଦିନ ଆରମ୍ଭ ହେବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେଲା, ଶନିବାର ପର୍ଯ୍ୟନ୍ତ ଅତି ପ୍ରବଳ ବର୍ଷା ହେବ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାର ମୁଖ୍ୟପର୍ବ ଆରମ୍ଭ: ସରିଲା ବଂବରାଡ଼ ବାଲୁଙ୍କେଶ୍ବର ବାବାଙ୍କ ପତରପେଣ୍ଡି। odiaxpress ପୁରୀରେ ରଥ ନିର୍ମାଣର ୨୭ତମ ଦିବସରେ ତିନି ରଥର ସମସ୍ତ ୪୨ ଚକ ନିର୍ମାଣ କାର୍ଯ୍ୟ ଶେଷ ଦଶଟି ଖଣି ନିଲାମ ହେଲା। ଓଡ଼ିଶାର ଗ୍ରାଫାଇଟ୍ ଖଣି, ଫସଫୋରାଇଟ୍, ଫସଫେଟ୍, ବିରଳ ମୃତ୍ତିକା ଉପାଦାନ ଓ ଭାନେଡିଆମ୍ ଅଛି ବର୍ଷା ମୁକାବିଲା ପାଇଁ କଟକ ମହାନଗର ନିଗମର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ। ସାତକୋଶିଆରେ ଏବେ କୁମ୍ଭୀରଙ୍କୁ ଜଗିବେ 'କୁମ୍ଭୀର ବନ୍ଧୁ', ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ମିଳିବ ମାସିକ ୧୦୦୦ ଟଙ୍କା। ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ଆଡ଼େଣିଗଡ଼ ଟନେଲ୍‌ରୁ ପୁଣିଥରେ ମାଟି ଧସିଲା। ନିମ୍ନ ମାନର କାମ, ନାହାନ୍ତି ଦକ୍ଷ ଇଞ୍ଜିନିୟର ବାଲେଶ୍ଵର ଜଳେଶ୍ବରରେ ରାସ୍ତାକାମ ନହୋଇ ବିଲ୍ କରି ଖାଇଗଲେ। ପ୍ରତିବାଦରେ ଅଫିସ୍‌ ଭିତରେ କୀର୍ତ୍ତନ, ଇଞ୍ଜିନିୟରକୁ ଫୁଲମାଳ। odiaxpress ଗଞ୍ଜାମ ଆର୍ଯ୍ୟପଲ୍ଲୀ ରେ ବନ୍ଧା ହେଲା ମାଟ୍ରିକ୍ ଫେଲ୍ ନକଲି ବଙ୍ଗୀୟ ଡାକ୍ତର। ବିପୁଳ ପରିମାଣର ଔଷଧ ଜବତ ଭଦ୍ରକରେ ଭୁଲ୍‌ ଅଲଟ୍ରାସାଉଣ୍ଡ୍‌ ରିପୋର୍ଟ ଯୋଗୁ ଶିଶୁର ମୃତ୍ୟୁ, ଜୀବନ ସହିତ ଲଢ଼ୁଛି ମା’, ଶବ ରଖି ରାସ୍ତାରୋକ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଟ୍ରକରେ ବେଆଇନ ଧାନ ଚାଲାଣ ବେଳେ ଧରାପଡ଼ିଲା। odiaxpress ଅନ୍ଧବିଶ୍ୱାସ। କେନ୍ଦ୍ରାପଡ଼ା ମହାକାଳପଡ଼ା ବିଜୟନଗର ଗ୍ରାମରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ପରେ ପେଟକୁ କାଟିଲେ ନୟାଗଡ ଦୁର୍ଦ୍ଦୁରା ଗାଁରେ ଜମିବାଡି ବିବାଦରେ ହଣାକଟା, ଜଣେ ମୃତ , ୬ ଗୁରୁତର। ମାଲକାନଗିରି ସୀମାନ୍ତରେ ୧୮ ମାଓବାଦୀଙ୍କ ଆତ୍ମସମର୍ପଣ, ମୁଣ୍ଡଜାମିନ ଥିଲା ୩୯ ଲକ୍ଷ ଟଙ୍କା ୨୦ କୋଟିର ୠଣ ବୋଝ ପାଇଁ ପଞ୍ଚକୁଇଲାରେ କାର ଭିତରେ ପରିବାରର ୭ ସଦସ୍ୟଙ୍କ ଆତ୍ମହତ୍ୟା। odiaxpress କ୍ରିକେଟ ଆଇପିଏଲରେ ଲକ୍ଷ୍ନୌକୁ ହରାଇ କ୍ବାଲିଫାୟର-୧ ରେ ବେଙ୍ଗାଳୁରୁ। ଏସୀୟ ଖେଳକୁଦ ଚମ୍ପିୟାନସିପରେ ଗୁଲବୀର ଜିତିଲେ ସ୍ବର୍ଣ୍ଣ, ସରଭିନଙ୍କୁ କାଂସ୍ୟ। ଆୟକର ରିଟର୍ଣ୍ଣ ଫାଇଲର ତାରିଖ ସେପ୍ଟେମ୍ବର ୧୫କୁ ବଢ଼ିଲା। odiaxpress ୬୮ ଜଣ ବ୍ୟକ୍ତିଙ୍କୁ ଦ୍ଵିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟପ୍ରତି ୟୁକ୍ରେନ ଉପରେ ରୁଷର ଭୀଷଣ ଆକ୍ରମଣ ପରେ ଟ୍ରମ୍ପଙ୍କ ଚେତାବନୀ ======================= ଆଜି ଆମନେଷ୍ଟି ଦିବସ ବିଶ୍ୱ ମହିଳା ସ୍ୱାସ୍ଥ୍ୟ ଦିବସ ଆଜି ଜନ୍ମଦିନ: ବିନାୟକ ସାବରକର, ଶାନ୍ତନୁ କିର୍ଲସ୍କର, ଗୋପାଳ ରାମାନୁଜମ, ମହନ୍ତ ଅଦ୍ୱୈତନାଥ, ଏନଟି ରାମାରାଓ, ନଟରାଜ ବେହେରା (କ୍ରିକେଟ, ରାଉରକେଲା) ଇତିହାସରେ ଆଜି ଦିନ: (୧୯୩୭) ଭୋକସୱାଗନ ମୋଟର୍ସ ସ୍ଥାପିତ/ (୧୯୬୩) ଭାରତରେ ସାମୁଦ୍ରିକ ବାତ୍ୟାରେ ୨୨,୦୦୦ ମୃତ/ (୧୯୧୮) ଆଜରବାଇଜାନ ସ୍ୱାଧୀନ ହେଲା ======================= *ଗଛ ବଞ୍ଚାନ୍ତୁ। କାଗଜ ନଷ୍ଟ କରନ୍ତୁ ନାହିଁ* *ବନ୍ଦେ ଉତ୍କଳ ଜନନୀ* 🪻🌻🪻
❤️ 👍 😮 🙏 14

Comments