News ଖବର ଆଜିର
May 29, 2025 at 01:39 AM
*ଖବର ଆଜିର, ୨୯ ମେ, ଗୁରୁବାର* ======================= ଓଡ଼ିଶାରେ ଆଗତୁରା ପହଁଚିଗଲା ମୌସୁମୀ। ଓଡ଼ିଶାର ସମସ୍ତ ଜିଲ୍ଲାରେ ଶୀଘ୍ର ପହଞ୍ଚିଯିବ ମେ ୩୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ, ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ। କୁଡୋ ଜାତୀୟ ଚାମ୍ପିଅନଶିପରେ ୫ ସ୍ୱର୍ଣ୍ଣ ସହ ୧୯ ପଦକ ଜିତିଲେ ଓଡିଶା ଖେଳାଳି। ରାଜ୍ୟ କ୍ୟାବିନେଟ ବୈଠକରେ ୫ ପ୍ରସ୍ତାବ, ସରକାରୀ ନିଯୁକ୍ତି ବୟସ ସୀମା ୪୨ ବର୍ଷକୁ ବୃଦ୍ଧି। ସରକାରୀ ଫାଇଲ କାମରେ ୩ ସ୍ତରରେ ବାଜିବ ମୋହର, ପୁରୁଣା ବ୍ୟବସ୍ଥା ବଦଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଯୋଗ୍ୟ ହିତାଧିକାରୀ ମାନଙ୍କୁ ମେ' ୩୧ ଭିତରେ ପଞ୍ଜୀକରଣ କରିବାକୁ ପଡିବ ଦିବ୍ୟାଙ୍ଗଙ୍କୁ ୭ ଦିନ ଭିତରେ ମିଳିବ ବିବାହ ସହାୟତା, କହିଲେ ମନ୍ତ୍ରୀ ଶ୍ରୀ ଗଣ୍ଡ। ଲୋକଙ୍କ ଟଙ୍କାରେ ଅୟସ। ମନ୍ତ୍ରୀଙ୍କ ଗାଡ଼ି ଖର୍ଚ୍ଚ ବଢି ୫୦,୪୦୦ ଟଙ୍କା, ଜିଲାପାଳ ଓ ଏସ୍‌ପିଙ୍କ ଗାଡ଼ି ଖର୍ଚ୍ଚ ୪୪, ୪୦୦କୁ ବୃଦ୍ଧି।odiaxpress ଭୁବନେଶ୍ବର ହୋଇଯିବ କୋଭିଡ୍ ହଟ୍‌ସ୍ପଟ୍‌। ୫ଜଣଙ୍କୁ କଲାଣି ଆକ୍ରାନ୍ତ।ରାଜ୍ୟରେ ପୁଣି କରୋନା ଭୟ ୨୨ତମ ଇ-ଗଭର୍ଣ୍ଣାନ୍ସ ଜାତୀୟ ପୁରସ୍କାର ୨୦୨୫ ପାଇଲା କେନ୍ଦୁଝର ଜିଲ୍ଲା ବଂଶପାଳ ବ୍ଲକର ଶୁଆକାଟୀ ଗ୍ରାମ ପଞ୍ଚାୟତ କଟକରେ ଅନଲାଇନ୍ କ୍ରିକେଟ୍ ବେଟିଂ, ଏକ କୋଟି ଠକେଇ, ଦୁଇ ଗିରଫ।odiaxpress ପାଟଣାଗଡ଼ ପାର୍ସଲ ବୋମା ଘଟଣାର ବିଳମ୍ବିତ ରାୟ। ପୁଂଜିଲାଲ ମେହେରାକୁ ଆଜୀବନ କାରାଦଣ୍ଡ ଭୁବନେଶ୍ୱର ଖଣ୍ଡଗିରିରେ ପୁଣିଥରେ ଆମ ବସ ମାଦିଗଲା, ଜଣେ ମୃତ। ରାସ୍ତା ଅବରୋଧ,୧୨ ବସ ଭଙ୍ଗାରୁଜା।odiaxpress ବାରିପଦାରେ ୪୫ରୁ ଊର୍ଦ୍ଧ୍ବ ଆଦିବାସୀଙ୍କ ଚାଷଜମି କବ୍‌ଜା କରିଛନ୍ତି ମାଫିଆ। ନ୍ୟାୟଭିକ୍ଷା କଲେ ଜିଲ୍ଲାପାଳଙ୍କ ପାଖରେ ନବରଙ୍ଗପୁର ଝରିଗାଁରେ ରାସ୍ତା ନଥିବାରୁ ଗାଁକୁ ଆସିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ଗର୍ଭବତୀ, ଶିଶୁ ମୃତ ବଲାଙ୍ଗୀରରେ ସାମ୍ବାଦିକଙ୍କୁ ଠିକାଦାର ବାଡେଇବା ଘଟଣାର ପ୍ରତିବାଦ।odiaxpress ଢେଙ୍କାନାଳରେ ଗଣ୍ଡାନାଳୀ ରାଜସ୍ୱ ନିରୀକ୍ଷକ ମ୍ୟୁଟେସନ କେସ୍‌ରେ ନେଉଥିଲେ ୬୦ ହଜାର, ଧରାପଡିଲେ ମୟୁରଭଞ୍ଜ ବେତନଟୀରେ ଟ୍ରକ ଧକ୍କାରେ ଖଣ୍ଡ ଖଣ୍ଡ ହେଲା ଟ୍ରାକ୍ଟର, ଦୁଇ ମୃତ, ଏକାଧିକ ଆହତ ରାଉରକେଲା ସୀମାରେ ହାଇଆଲର୍ଟ ଜାରି। ମାଓବାଦୀ ଲୁଟିଛନ୍ତି ୪ ଟନ୍ ବିସ୍ଫୋରକ। କୋରାପୁଟରେ ମାଲବାହୀ ଟ୍ରେନ୍‌ର ୩୦ରୁ ଅଧିକ ବଗି ଲାଇନଚ୍ୟୁତ, ରେଳ ଚଳାଚଳ ପ୍ରଭାବିତ। odiaxpress ପୁରୀ ନିମାପଡ଼ାରେ ୮୦ଗ୍ରାମ ବ୍ରାଉନ ସୁଗାର ଜବତ, ଜଣେ ଗିରଫ ଗୁଜରାଟ, ପଞ୍ଜାବ, ରାଜସ୍ଥାନ, ଜମ୍ମୁ-କାଶ୍ମୀରରେ ଆଜି ହେବ ମକ୍‍ ଡ୍ରିଲ୍‍। odiaxpress କେନ୍ଦ୍ର ସରକାର ୨୦୨୫-୨୬ ବର୍ଷ ପାଇଁ ୧୪ଟି ଖରିଫ୍‌ ଫସଲର ଏମଏସପି ବଢ଼ାଇଲେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ନିପାତ ହେଲା ହମାସର ମୁଖ୍ୟ ମହମ୍ମଦ ସିନୱାର ======================= ଆଜି ଜନ୍ମଦିନ: ପଙ୍କଜ କପୁର, ଅନୁପ୍ରିୟା ଗୋଏଙ୍କା, ଶ୍ଵେତା ଗୁଲାଟି ଆଜି ତିରୋଧାନ: ଚୌଧୁରୀ ଚରଣ ସିଂ, ପୃଥ୍ୱୀରାଜ କପୁର ଇତିହାସରେ ଆଜି ଦିନ: (୧୯୫୩) ଏଡମଣ୍ଡ ହିଲାରୀ ଓ ତେନଜିଙ୍ଗ ନରଗେ ପ୍ରଥମେ ଏଭରେଷ୍ଟ ଉପରେ ପହଁଚିଲେ/ (୧୯୯୦) ବୋରିସ ୟେଲଟସିନ ହେଲେ ଋଷିଆ ରାଷ୍ଟ୍ରପତି ======================= *ଗଛ ବଞ୍ଚାନ୍ତୁ। କାଗଜ ନଷ୍ଟ କରନ୍ତୁ ନାହିଁ* *ବନ୍ଦେ ଉତ୍କଳ ଜନନୀ* 🪻🌻🪻
👍 ❤️ 🙏 20

Comments