News ଖବର ଆଜିର
June 3, 2025 at 01:25 AM
*ଖବର ଆଜିର, ୩ ଜୁନ, ମଙ୍ଗଳବାର*
=======================
ଆସନ୍ତା ଛଅଦିନ ରାଜ୍ୟରେ ଲାଗିରହିବ ପ୍ରବଳ ଗରମ
ଯୁକ୍ତ +୩ ନାମଲେଖା ପାଇଁ କଲେଜରେ ସିଟ ଖାଲି ପଡୁଛି। ଜୁନ୍ ୪ତାରିଖ ଯାଏଁ ଆବେଦନ ସମୟସୀମା ବଢ଼ିଲା
ପୁରୀରେ ବାରମ୍ବାର ସୁରକ୍ଷା ବଳୟ ଫେଲ। ଦେବସ୍ନାନ ପୂର୍ଣ୍ଣିମାରୁ ନିଳାଦ୍ରୀ ବିଜେ ଯାଏଁ କଡ଼ା ସୁରକ୍ଷା ରହିବ ବୋଲି ନିଷ୍ପତ୍ତି। odiaxpress
ଛାତ୍ରଛାତ୍ରୀଙ୍କ ଉପରେ ମାନସିକ ଚାପ। ଜୁନ ୧୫ରେ ହେବାକୁ ନିଟ୍ ପିଜି ୨୦୨୫ ପରୀକ୍ଷା ସ୍ଥଗିତ, ଘୋଷଣା ହେବ ନୂଆ ତାରିଖ।
ଓମଫେଡ କ୍ଷୀର ଦର ଖାଉଟିଙ୍କ ପାଇଁ ଏଯାଏଁ ବଢ଼ିନି, ୧୫ ଦିନ ପାଇଁ ଅଟକିଲା ନିଷ୍ପତ୍ତି। odiaxpress
ପୁରୀରେ ରଥ ନିର୍ମାଣର ୩୩ତମ ଦିବସ: ଧ୍ବଜବତା ନିର୍ମାଣ ଶେଷ
ରାଜ୍ୟରେ ଲାଗୁ ହେବ ନୂଆ ମଦ ନୀତି। ୩ ବର୍ଷରେ ଥରେ ପଲିସି ପରିବର୍ତ୍ତନ ହେବ ।
ରେଭେନ୍ସା ବିଶ୍ୱବିଦ୍ୟାଳୟ ୟୁଜି ପରୀକ୍ଷା ଫଳ ପ୍ରକାଶ ପାଇଲା, ପାସ୍ ହାର ୮୪.୧୦%।
ଓଡ଼ିଶାରେ ଆଉ ୪ କରୋନା ସଂକ୍ରମିତ ଚିହ୍ନଟ। ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୫କୁ ବୃଦ୍ଧି। odiaxpress
ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍) ଅଧୀନରେ ହେଉଥିବା ପ୍ରକଳ୍ପଗୁଡ଼ିକର ଖୋଳତାଡ଼ କରିବେ ରାଜ୍ୟ ସରକାର। odiaxpress
ରାଜ୍ୟରେ ଆୟୁଷ ଡାକ୍ତରଖାନାରେ ଲାଗୁ ହୋଇନି ‘ନିଦାନ’। ୮ମାସ ତଳେ ନିର୍ଦ୍ଦେଶାଳୟ ପ୍ରସ୍ତୁତ କରିଥିଲା ଏସ୍ଓପି। odiaxpress
ଶେଷ ହେଲା ଶୀତଳଷଷ୍ଠୀ। ବାହୁଡ଼ିଲେ ଦେବଦମ୍ପତ୍ତି, ଲୋକାରଣ୍ୟ ସମ୍ବଲପୁର
ଭଦ୍ରକରେ ୨୭୪ କୋଟିର ପ୍ରକଳ୍ପ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମାଝୀ। ବିଜେଡି ବିରୋଧରେ ବିଷ ଓଗାଳିଲେ
ମୟୁରଭଞ୍ଜ କପ୍ତିପଡଦାରେ ଅତିରିକ୍ତ ତହସିଲଦାରଙ୍କୁ ଥାନା ଆଗରେ ବାଲି ମାଫିଆ ପିଟିଲେ, ପଥର ଛେଚି କାର୍ ଭାଙ୍ଗିଲେ। ପୋଲିସ ନୀରବ
ରାଉରକେଲାରେ ଅପରାଧୀ ବିଟୁ ସହ ୬ ଗିରଫ। ଝାଡ଼ଖଣ୍ଡ, ବିହାରରୁ ଆଣୁଥିଲେ ବନ୍ଧୁକ। odiaxpress
ଜୟପୁରରେ କୁଣ୍ଡା ଓ ଖୁଦ ଭର୍ତ୍ତି ଟ୍ରକ୍ରେ ବିପୁଳ ପରିମାଣ ଗଞ୍ଜେଇ ଚାଲାଣ, ୬ ଗିରଫ ହେଲେ
ଅଶାନ୍ତ ରାଜଧାନୀର ମଞ୍ଚେଶ୍ୱରରେ ନନ୍ଦିତାଙ୍କୁ ସ୍ବାମୀ ଗୁପ୍ତେଶ୍ୱର ବେହେରା ହତ୍ୟା କରିଥିବା ଅଭିଯୋଗ
ମାଲକାନଗିରି ବିଜାଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ୧୦ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର।
ବ୍ରହ୍ମପୁର ମେଡିକାଲରେ ରାଗିଙ୍ଗ କରିଥିବା ଦୁଇ ହାଉସ ସର୍ଜନଙ୍କୁ ୨୫ ହଜାର ଟଙ୍କା ଜୋରିମାନା।odiaxpress
କ୍ରିକେଟ ଆଇପିଏଲରେ ବେଙ୍ଗାଳୁରୁ ୪ର୍ଥ,ପଞ୍ଚାବ ଦ୍ବିତୀୟ ଥର ଖେଳିବ ଫାଇନାଲ।
ଦେଶରେ କରୋନା ୪ ହଜାର। ଦିଲ୍ଲୀରେ ୨୪ ଘଣ୍ଟାରେ ୪୭ ନୂଆ ମାମଲା। odiaxpress
କାନାଡ଼ାରେ ହେଉଥିବା ଜି-୭ ସମ୍ମିଳନୀରେ ପାଇଁ ଏଯାଏଁ ମିଳିନି ନିମନ୍ତ୍ରଣ। ଭାଗ ନ ନେଇପାରନ୍ତି ମୋଦୀ।
ବାଂଲାଦେଶରେ ନୂଆ ନୋଟ୍। ମୁଜିବୁରଙ୍କ ଫଟୋ ହଟିଲା
ପୁଣି ଭୂକମ୍ପରେ ଥରିଲା ପାକିସ୍ତାନ, ୨୪ ଘଣ୍ଟା ଭିତରେ ୮ ଥର ଦୋହଲିଲା ଦେଶ
=======================
ଆଜି ବିଶ୍ୱ ସାଇକେଲ ଦିବସ
ଆଜି ଜନ୍ମଦିନ: ଏମ କରୁଣାନିଧି, ଷ୍ଟୁଆର୍ଟ ବିନ୍ନି, ସାରିକା, ଅନଙ୍ଗ ପଟନାୟକ (ସୁପ୍ରିମକୋର୍ଟ), ପ୍ରତାପ ଜେନା (ମାହାଙ୍ଗା), ଦୀପ ଗ୍ରେସ ଏକ୍କା (ମହିଳା ହକି, ସୁନ୍ଦରଗଡ)
ଆଜି ତିରୋଧାନ: ଭଜନ ଲାଲ, ଜିଆ ଖାନ, ମହମ୍ମଦ ଅଲ୍ଲୀ, ଆୟାତୋଲ୍ଲା ଖୋମିନି
ଇତିହାସରେ ଆଜି ଦିନ: (୧୯୧୫) ରବୀନ୍ଦ୍ରନାଥ ଟାଗୋରଙ୍କୁ ବ୍ରିଟିଶ ନାଇଟ ଉପାଧି ପ୍ରଦାନ/ (୧୯୧୮) ଇଂଦୋର ହିନ୍ଦୀ ସାହିତ୍ୟ ସମ୍ମିଳନୀରେ ହିନ୍ଦୀକୁ ଅଫିସିଆଲ ଭାଷାର ମାନ୍ୟତା/ (୧୯୫୯) ସିଙ୍ଗାପୁର ସ୍ୱୟଂଶାସିତ ଅଞ୍ଚଳ ହେଲା/ (୧୯୮୫) ଭାରତ ସରକାରଙ୍କ ଦ୍ବାରା ସପ୍ତାହରେ ପାଂଚଦିନିଆ କାର୍ଯ୍ୟ ଦିବସ ଆରମ୍ଭ/ (୧୯୭୨) ଆଇଏନଏସ ନୀଳଗିରି କାର୍ଯ୍ୟକ୍ଷମ ହେଲା
=======================
*ଗଛ ବଞ୍ଚାନ୍ତୁ। କାଗଜ ନଷ୍ଟ କରନ୍ତୁ ନାହିଁ*
*ବନ୍ଦେ ଉତ୍କଳ ଜନନୀ* 🪻🌻🪻
ଟିଭି ଦେଖନ୍ତୁ:
https://play.google.com/store/apps/details?id=com.app.tvzone
❤️
👍
🙏
12