News ଖବର ଆଜିର
June 8, 2025 at 12:44 AM
*ଆଜିର ରାଶିଫଳ, 8 ଜୁନ 2025, ରବିବାର*
ମେଷ ରାଶି :
ଧାର୍ମିକ କାର୍ଯ୍ୟ ରେ ନିଜର ସହଯୋଗ ଦିଅନ୍ତୁ । ଜୀବନରେ ସୁଖର ଅନୁଭୂତି ହେବ । କ୍ଯାରିୟର ରେ ଗମ୍ଭୀରତା ସହ ବିଚାର କରନ୍ତୁ । ଆପଣଙ୍କର କାମ କାର୍ଯ୍ୟ ରେ ଚେଞ୍ଜେସ ଆସିପାରେ । ଆଜି ଆପଣଙ୍କର ସ୍ଵଭାବ ଓ ବ୍ୟକ୍ତିତ୍ବ ରେ ସବୁ ଲୋକ ପ୍ରସନ୍ନ ରହିବେ । ଘରେ କିଛି ବନ୍ଧୁ ଙ୍କ ଆଗମନ ହୋଇପାରେ । ଅଫିସରେ କୌଣସି କାମକୁ ନେଇ ମାଲିକ ଆପଣଙ୍କର ତାରିଫ କରିବେ ।
ବୃଷ ରାଶି :
ଆପଣ ତାହା କରନ୍ତୁ ଯାହା ଆପଣଙ୍କୁ ଭଲ ଲାଗେ । ଯେଉଁଥି ରେ ଆପଣଙ୍କୁ ଖୁସି ମିଳେ । ଆର୍ଟ୍ସ ବିଦ୍ୟାର୍ଥୀ ଙ୍କ ପାଇଁ ଦିନ ସାନଦାର ରହିବାର ଅଛି । ଆଜି ଆପଣଙ୍କ କଥାରେ ଲୋକେ ଖୁବ ଆକର୍ଷିତ ହେବେ । ପରିବାରରେ କୌଣସି ମାମଲାର ସମଧାନ କରିବେ । ସମ୍ପତି ବା ଆର୍ଥିକ ବ୍ୟବହାର ସମ୍ବଧିତ ନିସ୍ପତି ବୁଝି ବିଚାରୀ ନିଅନ୍ତୁ । ଚାକିରି ରେ ଦିନ ଭଲ ରହିବ ।
ମିଥୁନ ରାଶି :
ଧାର୍ମିକ କାର୍ଯ୍ୟ ରେ ରୁଚି ରହିବ । ବାହନ ଚଳାଇବା ସମୟରେ ସତର୍କ ରୁହନ୍ତୁ । ଆପଣଙ୍କ ମନରେ କିଛି ବ୍ୟର୍ଥ ଚିନ୍ତାଧାରା ଆସିପାରେ । ଯାହାକୁ ନେଇ ଆପଣ ଚିନ୍ତାରେ ରହିବେ । କିନ୍ତୁ ମାତାଙ୍କ ସହଯୋଗରେ ଆପଣଙ୍କର କିଛି ସମସ୍ୟାର ସମଧାନ ହେବ । ଆଜି ଆପଣଙ୍କୁ ସେହି ସୂଚନା ମିଳିବ ଯାହାର ଲମ୍ବା ସମୟରୁ ଆପଣ ପେକ୍ଷା ରେ ଥିଲେ ।
କର୍କଟ ରାଶି :
ବାଣୀ ଉପରେ ସଂଯମ ରଖନ୍ତୁ । ଆଜି କୌଣସି ନୂଆ କାମ ଆରମ୍ଭ କରିବା ପାଇଁ ଦିନ ଭଲ ଅଛି । ଆର୍ଥିକ ସ୍ଥିତି ମଜବୁତ ହେବ । କାର୍ଯ୍ୟ କ୍ଷେତ୍ରରେ ସଫଳ ହେବେ । କାର୍ଯ୍ୟ ଭାର ଅଧିକ ରହିପାରେ । ଆଜି ଆପଣ ଶତ୍ରୁ ଙ୍କୁ ପରାସ୍ତ କରିବାରେ ସକ୍ଷମ ହେବେ । କାମ ଅଧିକ ହେବା କାରଣରୁ ଚିନ୍ତାରେ ରହିବେ । ପାରିବାରିକ ଜୀବନ ସୁଖମୟ ବା ଆନନ୍ଦପୁର୍ବକ ରହିବ ।
ସିଂହ ରାଶି :
କିଛି ବେହତର ସମ୍ପର୍କ ସ୍ଥାପିତ ହେବ । ଅଫିସିୟାଲି ଲୋକଙ୍କୁ ସଜାଗ ରହିବାର ଅଛି । ଆଜି ଆପଣଙ୍କୁ ସଫଳତା ପାଇବା ପାଇଁ ଦୁଇ ଗୁଣା ମେହନତ କରିବାକୁ ପଡିବ । ଚାକିରି କରୁଥିବା ଜାତକ ଙ୍କୁ ଅଫିସରେ ସମୟ ଅନୁଯାୟୀ କାମ ପୁରା କରିବାର ପରାମର୍ଶ ମିଳିପାରେ । ଯଦି ଆପଣ କାମ ଅଧୁରା ଛାଡିବେ ତେବେ ଆପଣଙ୍କ ମାଲିକ ଆପଣଙ୍କ ଉପରେ ରାଗି ପାରନ୍ତି । ଆଜି ଦିନ ଖର୍ଚ୍ଚାନ୍ତ ହେବେ
କନ୍ୟା ରାଶି : ଆପଣଙ୍କୁ ଧର୍ଯ୍ୟ ରଖିବାର ଅଛି । ଆଗାମୀ ସମୟରେ ସମସ୍ୟାର ସମଧାନ ହେବ । ବ୍ୟାପାର ନୂଆ ସ୍ରୋତ ପ୍ରାପ୍ତ ହେବ । ଯାହା ଦ୍ଵାରା ଆପଣ ଅଧିକ ଧନ କମାଇ ପାରନ୍ତି । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଆପଣ କାମ ବିଷୟରେ ଗଭୀର ଭାବେ ଚିନ୍ତା କରିବେ । କିନ୍ତୁ ଆପଣ କୌଣସି ନିସ୍ପତି ନେଇପାରିବେ ନାହିଁ । ଅଚାନକ ସ୍ଥିତି ଅନୁକୂଳ ହୋଇପାରେ । ଆଜି ଦିନ ରେ ଗାଈ କୁ ରୋଟି ଖାଇବାକୁ ଦିଅନ୍ତୁ ।
======================
*ମାଗଣାରେ ଟିଭି ଦେଖନ୍ତୁ*
https://play.google.com/store/apps/details?id=com.app.tvzone
======================
ତୁଳା ରାଶି :
ଆଜି ପରିବାର ଠାରୁ ସୁଖ ମିଳିପାରେ । ଆପଣଙ୍କ ଜରୁରତ ଆରାମରେ ପୁରା ହେବ । କାହାର ସାହାର୍ଯ୍ୟ ରେ ଆପଣ ସମସ୍ୟାରୁ ବାହାରିବାରେ ସଫଳ ହେବେ । କାର୍ଯ୍ୟ କ୍ଷେତ୍ରରେ ଆପଣ ନିଜର ଦକ୍ଷତା ପ୍ରଦର୍ଶନ କରିବେ । ଆଜି କୌଣସି କଥା ହାଲକା ଭାବେ ନିଅନ୍ତୁ ନାହିଁ । ଏମିତି କିଛି କରନ୍ତୁ ଯାହା ଦ୍ଵାରା ଜୀବନ ସୁଖମୟ ହେବ । ସାମାଜିକ ରୂପରେ ଆପଣଙ୍କୁ ଯଶ ଓ କୀର୍ତ୍ତି ମିଳିବ ।
ବିଛା ରାଶି :
ଆଜି ଆପଣଙ୍କୁ ଜୀବନରେ ବଡ ଚେଞ୍ଜ ଦେଖିବାକୁ ମିଳିବ । ସ୍ଥିତି ଆପଣଙ୍କ ପକ୍ଷ ରେ ବେହତର ସାବ୍ୟସ୍ତ ହେବ । ରଚନାତ୍ମକ କାର୍ଯ୍ୟ ରେ ଆପଣଙ୍କୁ ଫାଇଦା ହେବ । ଆପଣଙ୍କୁ କିଛି ସମୟ ମଉଜ ମସ୍ତି ରେ ବିତାଇବାକୁ ହେବ । ବିବାହରେ ଯିବାର ଯୋଗ ଅଛି । ନିଜର ସ୍ଵଭାବରେ ଧର୍ଯ୍ୟ ଓ ସଂଯମ ବଜାୟ ରଖନ୍ତୁ । ଆଜି କୌଣସି ଚିନ୍ତା କାରଣରୁ ମନ ବ୍ୟଥିତ ହୋଇପାରେ । ଏମର୍ଜି କମ ହୋଇପାରେ ।
ଧନୁ ରାଶି :
ଲମ୍ବା ସମୟରୁ ଅଟକିଥିବା କାମ ପୁରା କରିବାରେ ସଫଳ ହେବେ । ଆଜି ଆପଣ ଜୀବନରେ ପ୍ରାୟ ଜିନିଷ କୁ ନେଇ ସହଜ ଓ ପ୍ରସନ୍ନ ଅନୁଭବ କରିବେ । ମନ କୁ କେନ୍ଦ୍ରିତ କରିବାକୁ ଚେଷ୍ଟା କରନ୍ତୁ । ସମ୍ପର୍କ ରେ ସୁଧାର ହେବାର ଯୋଗ ଅଛି । ଆଜି ଆପଣଙ୍କ ଦିନ ବିଚାର ରେ ବ୍ଯତୀତ ହେବ । ଆଜି ଆପଣ ଯେଉଁ ବି କାମ ଆରମ୍ଭ କରିବେ ସେଥିରେ ସଫଳ ହେବେ
ମକର ରାଶି :
ପୂର୍ବରୁ ଥିବା କିଛି ଇଚ୍ଛା ପୂରଣ ହେବାର ସମ୍ଭାବନା ଅଛି । ଯାହାକୁ ନେଇ ମନ ପ୍ରସନ୍ନ ହେବ । ଚାକିରି କରୁଥିବା ଜାତକ ଙ୍କୁ କାର୍ଯ୍ୟ ରେ ସଫଳତା ମିଳିବ । ଏହା ସହ ମାଲିକ ଙ୍କ ସହ ସମ୍ପର୍କ ଭଲ ରହିବ । ପରିବାର ରେ ଧାର୍ମିକ କାର୍ଯ୍ୟ ହେବାର ଯୋଜନା ହୋଇପାରେ । ଆଜି ଆପଣଙ୍କୁ ଜରୁରୀ କାମରେ ବଡ ଭାଇ ଭଉଣୀ ଙ୍କ ସାହାର୍ଯ୍ୟ ମିଳିବ । ଆପଣଙ୍କ ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ ।
କୁମ୍ଭ ରାଶି :
ପିଲାଙ୍କ ସହ ଆପଣ ବୁଲିବାକୁ ଯିବାର ପ୍ଳାନ କରିବେ । ଆଜି ଆପଣଙ୍କୁ ଧନ ଲାଭର ଅବସର ମିଳିବ । କିସ୍ମତ ର ସହଯୋଗରେ ଆପଣଙ୍କୁ ଖାସ କାମ ପୁରା କରିବାକୁ ହେବ । ଆପଣଙ୍କ ଖ୍ଯାତି ବଢିବ । ବ୍ୟାପାରରେ କରିଥିବା ସଉଦା ରେ ସଫଳତା ମିଳିପାରେ । ପରିବାର ଜନ ତଥା ବନ୍ଧୁ ଙ୍କ ସହ ସୁଖଦ କ୍ଷଣ ର ଆନନ୍ଦ ପ୍ରାପ୍ତ ହେବ ।
ମୀନ ରାଶି :
ବ୍ୟବସାୟ ସହ ଜଡିତ କିଛି ସମସ୍ୟାର ସମାଧାନ ହୋଇପାରେ । ନିଜର ଲକ୍ଷ୍ୟ କୁ ପ୍ରାଥମିକତା ଦିଅନ୍ତୁ । ଅନ୍ୟ ର ଉପହାର ପ୍ରାପ୍ତ କରିବା ପାଇଁ ଏହି ସମୟ ଭଲ ଅଛି । ସାଥିଙ୍କ ସହ ରୋମାନ୍ସ କରିବାର ଅବସର ମିଳିବ । ପ୍ରେମ ସମ୍ପର୍କ ଭଲ ରହିବ । ଆଜି ଆପଣଙ୍କୁ ନୂଆ ଯୋଜନାର ଅଫର ମିଳିପାରେ
❤️
👍
😮
🙏
8