News ଖବର ଆଜିର
June 10, 2025 at 01:35 AM
*ଖବର ଆଜିର, ୧୦ ଜୁନ, ମଙ୍ଗଳବାର* ======================= ନବୋଦୟ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀ ନାମଲେଖା ପାଇଁ ଆବେଦନର ଶେଷ ତାରିଖ ୨୭ ଜୁଲାଇ । ଉଚ୍ଚ ଶିକ୍ଷା ବିଭାଗ ଓ ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା। ଓଡ଼ିଆ ଭାଷାରେ ଉଚ୍ଚଶିକ୍ଷା ଲାଭ କରିବେ ଛାତ୍ରଛାତ୍ରୀ। ପୁରୀ ରଥଯାତ୍ରା ପାଇଁ ୩୬୫ ସ୍ୱତନ୍ତ୍ର ଟ୍ରେନ୍, ନିୟୋଜିତ ହେବେ ୩୦୦ ଅଧିକ ଡାକ୍ତର, ମାଗଣା ଅଟୋ ରିକ୍ସା ସେବା ଉପଲବ୍ଧ ହେବ। odiaxpress ରାଜ୍ୟରେ ପୁଣି ୭ ନୂଆ କରୋନା ସଂକ୍ରମିତ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୬କୁ ବୃଦ୍ଧି। କୋଭିଡ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଘରେ ରହିବାକୁ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ ବାସଗୃହ କ୍ଷତିଗ୍ରସ୍ତ ହେଲେ ମିଳିବ ଅନ୍ତ୍ୟୋଦୟ ଗୃହ ଯୋଜନା, ବନ୍ୟଜନ୍ତୁ ଆକ୍ରମଣରେ ସହାୟତା ରାଶି ୧୦ ଲକ୍ଷକୁ ବୃଦ୍ଧି। odiaxpress ପୁରୀରେ ସେନାପଟା ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି। ଆଜି ଦିନ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ଜଗନ୍ନାଥ ଦର୍ଶନ। କେନ୍ଦ୍ରାପଡ଼ାରେ ମେଡିକାଲ କଲେଜ ହେବ, ଅଟକିଥିବା ଆର୍ସେଲର ମିତ୍ତଲ ଷ୍ଟିଲ ପ୍ଲାଣ୍ଟ କାମକୁ ଶୀଘ୍ର କରାଯିବ ମହାପୁରୁଷ ଆଦର୍ଶ ଗାଁ ଯୋଜନାରେ ସାମିଲ ହେବ ୧୦୦ ରୁ ୧୫୦ ଐତିହାସିକ ଗ୍ରାମ୍ଯ। odiaxpress କଟକ ବାରବାଟୀରେ ଡିସେମ୍ବର ୯ରେ ହେବ ଭାରତ -ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି -ଟ୍ବେଣ୍ଟି ମ୍ୟାଚ୍। ପୁଣି ୨୯ ଓଏଏସ ଅଧିକାରୀଙ୍କର ବଦଳି କଲେ ରାଜ୍ୟ ସରକାର ବାଲେଶ୍ଵର ସୋରରେ ହାତଗୋଡ଼ ବାନ୍ଧି ଲୁଟୁଛନ୍ତି, ପୁଲିସ ଉପରେ ଭରସା ନାହିଁ, ପାଳି କରି ଜଗୁଛନ୍ତି ଗ୍ରାମବାସୀ ଗଜପତି ଜିଲ୍ଲା ଗାଇବା ଗାଁରେ ପତ୍ନୀକୁ ଶିଳପୁଆରେ ଛେଚି ନିର୍ମମ ଭାବେ ହତ୍ୟା କଲାପରେ ଆତ୍ମହତ୍ୟା କଲା ସ୍ବାମୀ। odiaxpress ହାଇକୋର୍ଟଙ୍କ ସ୍ଥଗିତାଦେଶ ସତ୍ତ୍ବେ ନବରଙ୍ଗପୁରରେ ଷ୍ଟଲ ଭାଙ୍ଗିବାକୁ ଉଦ୍ୟମ। ପ୍ରତିବାଦରେ ଏନଏଚ ଅବରୋଧ ମୟୁରଭଞ୍ଜ କପ୍ତିପଦା ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ଘଟଣାରେ ଗିରଫ ହେଲେ ବାଲି ମାଫିଆ ଶିକ୍ଷକ। ଫୁଲବାଣୀ ପୁତୁଡି ଜଳପ୍ରପାତରେ ବାହାର ରାଜ୍ୟରୁ ଆସିଥିବା କିଛି ପର୍ଯ୍ୟଟକଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। odiaxpress ଭଦ୍ରକ ଚାନ୍ଦବାଲିରେ ଜଳିଲା ଚାଟ ଦୋକାନ, ଅଳ୍ପକେ ବର୍ତ୍ତିଗଲା ମୀନାବଜାର ଛତିଶଗଡ଼ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଏଏସ୍‌ପି ସହିଦ, ଥାନା ଅଧିକାରୀ, ଏସ୍‌ଡିପିଓ ଆହତ ମହାରାଷ୍ଟ୍ର ମୁମ୍ବାଇରେ ଚଳନ୍ତା ଟ୍ରେନ୍‌ରୁ ଖସି ୫ ଯାତ୍ରୀ ମୃତ କେରଳ ଉପକୂଳରେ ସିଙ୍ଗାପୁର ପତାକା ଥିବା କଣ୍ଟେନର ଜାହାଜରେ ବିସ୍ଫୋରଣ। ୧୮ ଉଦ୍ଧାର, ୪ ନିଖୋଜ। odiaxpress ନକଲି ଏନ୍‌ସିଇଆର୍‌ଟି ବହି ରୋକିବାକୁ ପଦକ୍ଷେପ। ପୁସ୍ତକରେ ଲାଗିବ ‘ଆଣ୍ଟି-ପାଇରାସି ସଲ୍ୟୁସନ୍‌’ ଆଇସିସି ହଲ୍ ଅଫ୍ ଫେମରେ ଏମଏସ ଧୋନୀ ସାମିଲ ହେଲେ । ଏଣିକି ଦେଶଗ୍ର ବିଭିନ୍ନ ଟ୍ରେନ୍‌ରେ ଲାଗିବ ଅଟୋମେଟିକ୍‌ ଡୋର୍‌ । ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ହାରରେ ୦.୫ ପ୍ରତିଶତ ହ୍ରାସ କଲେ। ବିଭିନ୍ନ ବ୍ୟାଙ୍କ ଋଣ ସୁଧ କମ୍ କଲେ ଆଜି ଆମେରିକାର ଆକ୍ସିୟମ ଯାନର ମହାକାଶ ଯିବେ ଶୁଭ୍ରାଂଶୁ ଶୁକ୍ଳା। ରାକେଶ ଶର୍ମାଙ୍କ ପରେ ସେ ଦ୍ଵିତୀୟ ଭାରତୀୟ ଘରେ ବସି ସରକାରୀ ସାର୍ଟିଫିକେଟ ପାଆନ୍ତୁ, ଖଜଣା ଦିଅନ୍ତୁ, ଆବେଦନ କରନ୍ତୁ www.preetinanda.com ଷ୍ଟାର୍‌ଲିଙ୍କ୍‌ ସେବା ମହଙ୍ଗା, ଡିଭାଇସ୍ ଦାମ୍ ୩୩ହଜାର, ମାସିକ ପ୍ଲାନ୍ ୩୦୦୦ ଟଙ୍କା ଆମେରିକା ବିମାନବନ୍ଦରରେ ଭାରତୀୟ ଛାତ୍ରଙ୍କୁ ହାତକଡ଼ି ପକାଇ ଦେଶାନ୍ତର ଭାରତରେ ହିଂସାକାଣ୍ଡ ସୃଷ୍ଟିକରିବାକୁ ଷଡ଼ଯନ୍ତ୍ର କରୁଛି ତୁର୍କୀ ======================= ଆଜି ଔଷଧୀ ମସଲା ଦିବସ ଆଜି ଜନ୍ମଦିନ: ସୁନ୍ଦର ପିଚାଇ, ପ୍ରକାଶ ପାଦ୍ୟୁକୋନ, ସୁବ୍ରତ ରାୟ, ମିକା ସିଂ, ସରସ୍ୱତୀ ରାଉତ (ଭାରୋତ୍ତୋଳନ, କେନ୍ଦ୍ରାପଡା) ଆଜି ତିରୋଧାନ: ଜୀବନ, ଗିରିଶ କର୍ଣଡ଼ ଇତିହାସରେ ଆଜି ଦିନ: (୧୯୮୬) ଲର୍ଡସରେ ଇଂଲଣ୍ଡକୁ ହରାଇଲା ଭାରତ କ୍ରିକେଟ ଟିମ/ (୧୨୪୬) ନାସିରୁଦ୍ଦିନ ଶାହା ହେଲା ଦିଲ୍ଲୀର ପ୍ରଥମ ଶାସକ/ (୧୯୪୬) ଇଟାଲୀ ହେଲା ଗଣତାନ୍ତ୍ରିକ ରାଷ୍ଟ୍ର/ (୧୯୬୦) ମହାରାଷ୍ଟ୍ର ନାସିକରେ ମିଗ ବିମାନ ତିଆରି ଆରମ୍ଭ/ (୨୦୦୩) ନାସାର ମଙ୍ଗଳୟାନ ରୋଭର ଲଞ୍ଚ ହେଲା ======================= *ଗଛ ବଞ୍ଚାନ୍ତୁ। କାଗଜ ନଷ୍ଟ କରନ୍ତୁ ନାହିଁ* *ବନ୍ଦେ ଉତ୍କଳ ଜନନୀ* 🪻🌻🪻
👍 ❤️ 😂 🙏 14

Comments