Naveen Patnaik
June 12, 2025 at 11:35 AM
ଓଡ଼ିଶାର ଗର୍ବ ଶ୍ରାବଣୀ ନନ୍ଦଙ୍କୁ ଭେଟି ଶୁଭେଚ୍ଛା ଜଣାଇଲି। ସାଉଥ୍ କୋରିଆରେ ଆୟୋଜିତ ଏସିଆନ୍ ଆଥଲେଟ୍ ଚାମ୍ପିଅନସିପର ରିଲେରେ ସେ ରୌପ୍ୟ ପଦକ ଜିତି ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି। ରାଜ୍ୟର କ୍ରୀଡ଼ାବିତଙ୍କୁ ଏହା ପ୍ରେରଣା ଯୋଗାଇବ। ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।

❤️
🙏
👍
🫡
❤
💚
😃
63