
SS Publication
May 15, 2025 at 05:41 PM
ତୁ ଆଉ ମୁଁ _୨୩୯
ଅନେକ ଯତ୍ନରେ ଗଢିଥିବା ହୃଦୟର ସେହି ଘର ମାଟି, ବାଲି, ସିମେଣ୍ଟରେ ଓ ପ୍ରସ୍ତର ରେ ଗଢା ନୁହେଁ..! ସେ କେବଳ ବିଶ୍ୱାସ, ଭରସା ଓ ଭଲପାଇବାରେ ଗଢା ହୋଇଥାଏ....କିନ୍ତୁ ଥରେ ବିଶ୍ୱାସ ଭାଙ୍ଗିଲେ ଆଉ ଯୋଡ଼ି ହୁଏ ନାହିଁ । ତୁ ଏବେ କୁହ କିପରି ଆଉ ବିଶ୍ୱାସ କରିବି ...
✍️ପ୍ରଶାନ୍ତ କୁମାର ବିଦ୍ୟାଧର