
SS Publication
May 16, 2025 at 05:12 PM
ତୁ ଆଉ ମୁଁ _୨୪୦
ଏ ଶୁଣ,
ଏ ଜୀବନ ବହୁତ ଛୋଟ,ତେଣୁ ସେହି ମଣିଷ ସହିତ ଅଧିକ ସମୟ ବିତେଇବା ପାଇଁ ଚେଷ୍ଟା କର, ଯିଏ କି ତୁମକୁ ସବୁବେଳେ ଖୁସି ଓ ଭଲ ପାଇବା ଦେବାକୁ ଚାହିଁଥାଏ । ନଚେତ କିଛି ଲୋକ କେବଳ ସ୍ବାର୍ଥ ପାଇଁ ଖୋଜନ୍ତି ଆଉ ସରିଗଲା ପରେ ତୁ କିଏ ନାଁ ମୁଁ କିଏ ..!!
✍️ପ୍ରଶାନ୍ତ କୁମାର ବିଦ୍ୟାଧର