
SS Publication
June 10, 2025 at 06:23 AM
ଲେଖକ ପରିଚୟ:
ରାଉରକେଲାରେ ବଢିଥିବା ଶ୍ରୀଯୁକ୍ତ ତ୍ରିଲୋଚନ ପ୍ରଧାନ ଓ ଶ୍ରୀମତୀ ସୀତା ପ୍ରଧାନଙ୍କ ଜ୍ୟେଷ୍ଠ କନ୍ୟା ଝରଣା ପ୍ରଧାନ, ଚେନ୍ନାଇ ସ୍ଥିତ ଏକ ଏମ.ଏନ.ସି କମ୍ପାନୀରେ ସିନିଅର ମାନେଜର ରୂପେ କାର୍ଯ୍ୟ କରନ୍ତି।
ଆମ ମାନଙ୍କ ମନରେ ସାଇତି ରଖା ହେଇଥିବା ଅନେକ ମନ କଥାରୁ କିଛି ଅକୁହା ମନକଥାକୁ ସାଉଁଟି ନିଜ ଲେଖନୀ ମାଧ୍ୟମରେ ସମସ୍ତଙ୍କ ସହ ପରିଚିତ କରେଇବା ସହ ସମାଜରେ ସକାରତ୍ମକ ଭାବନା ଆଣିବାର ପ୍ରୟାସ କରନ୍ତି ଝରଣା।
ଝରଣାଙ୍କ ଲିଖିତ ଓଡ଼ିଆ ଗଳ୍ପ ବହି "ବସୁନ୍ଧରା ର ମନକଥା", "ସେହି ଅକୁହା ପ୍ରେମ କାହାଣୀ", "ପରିଚୟ" ଓ "ପ୍ରୟାସର ପଥେ" ଏବଂ ଇଂରାଜୀ ଗଳ୍ପ ବହି "ମିରାକୁଲସ" ପ୍ରକାଶିତ ହେଇ ସାରିଛି। ଏହା ସହ ସେ ବିଭିନ୍ନ ଗଳ୍ପ ବହିରେ ସହ ଲେଖକ ଭାବେ ଯୋଗଦାନ ଦେଇଛନ୍ତି।