CURRENT AFFAIRS UPDATE
CURRENT AFFAIRS UPDATE
June 15, 2025 at 04:05 PM
📌 ଆଡ଼ମିଶନ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ନିୟମ 🅰️ Slide/Float ଚୟନ କଲା ପରେ ଅଧିକ ଟଙ୍କା ଦେବା ଦରକାର ନାହିଁ ଯଦି ଆପଣ Slide କିମ୍ବା Float ବିକଳ୍ପ ଚୟନ କରି ADMISSION FEE ଦେଇଦେଉଛନ୍ତି, ତେବେ ଆଗାମୀ ରାଉଣ୍ଡରେ ଯଦି ନୂଆ ସିଟ୍ ମିଳିଲେ ମଧ୍ୟ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ିବ ନାହିଁ। କେବଳ DIFFERENTIAL AMOUNT PAY କରିବେ କିମ୍ବା ଫେରସ୍ତ ଆସିବ। ଉଦାହରଣ: Round 1 ରେ ଆପଣଙ୍କୁ ଏକ ସିଟ୍ ମିଳିଲା, ଆପଣ Float ଚୟନ କଲେ ଏବଂ ଫିସ୍ ଦେଲେ। ପରେ ଯଦି Round 2 କିମ୍ବା 3 ରେ ସିଟ୍ ଉନ୍ନତି ହୁଏ, ଆପଣଙ୍କୁ ନୂଆ କିଛି ଦେବାକୁ ପଡ଼ିବ ନାହିଁ। 🅱️ ଯଦି 1st ଚଏସ୍ ମିଳିଲା କିମ୍ବା Freeze କଲେ ଯଦି ଆପଣଙ୍କୁ ତାଙ୍କର 1st choice ସିଟ୍ ମିଳିଯାଏ କିମ୍ବା Freeze ଓପସନ୍ ଚୟନ କରନ୍ତି, ତେବେ ସେହି round ରେ ଆଡ଼ମିଶନ ପାଇଁ ବାଧ୍ୟ। ଯଦି ଆଡ଼ମିଶନ ନ କରନ୍ତି, ତେବେ ସେହି ସିଟ୍ ବାତିଲ ହେବ ଏବଂ ଅନ୍ୟ ପିଲାଙ୍କୁ ସେ ସିଟ୍ ଦିଆଯିବ। ଉଦାହରଣ: ଆପଣ "College A ରେ Computer Science" କୁ 1st choice ରୂପେ ଦେଇଥିଲେ। ଯଦି ଏହି ସିଟ୍ Round 1 ରେ ମିଳିଯାଏ କିମ୍ବା ଆପଣ ଏହାକୁ Freeze କରନ୍ତି, ତେବେ ବାଧ୍ୟ। ଯଦି ଆଡ଼ମିଶନ ନ କରନ୍ତି, ତେବେ ଆପଣଙ୍କର candidature ବାତିଲ ହେବ।
👍 ❤️ 4

Comments