CURRENT AFFAIRS UPDATE
                                
                            
                            
                    
                                
                                
                                June 18, 2025 at 03:03 AM
                               
                            
                        
                            ପିତାଙ୍କ ସେଇ ଉକ୍ତିଗୁଡ଼ିକ...
ଯାହା ଶିଶୁ କାଳରେ ଶୁଣିଲେ ଶବ୍ଦ ଲାଗୁଥିଲା, ଆଜି ସେଗୁଡିକ ଜୀବନର ଶିକ୍ଷା ହୋଇ ଗଲା...
1. "ପଢ଼ା ପ୍ରତି ଧ୍ୟାନ ଦିଅ, ବାକି ସବୁ ପରେ!"
2. "ମୁଁ ଯାହା କରୁଛି, ସବୁ ତୋ ପାଇଁ କରୁଛି।"
3. "ନିଜେ ନିଜ ପାଦରେ ଦୌଡିବା ଶିଖ ।"
4. "ମୋ ପରି ନ ହୋଇ , ମୋଠାରୁ ଭଲ ହବାକୁ ଚେଷ୍ଟା କର ।"
5. "ବଡ଼ ମଣିଷ ହୁଅ, କିନ୍ତୁ ପ୍ରଥମେ ଭଲ ମଣିଷ ହୁଅ ।"
6. "ନାଁ ଉଜ୍ଜଳ କର, ଏହି ହିଁ ମୋ ସ୍ଵପ୍ନ।"
7. "ତୋ ବୟସରେ ମୁଁ ଦାୟିତ୍ୱ ଉଠାଉଥିଲି।"
8. "ଖର୍ଚ୍ଚ ବୁଝି ସୁଝି କର, ଟଙ୍କା ଗଛରେ ଫଳେନି।"
9. "ମା'କୁ କେବେ ଦୁଃଖ ଦେବୁନି , ନହେଲେ ମୁଁ ସବୁଠାରୁ ଖରାପ ହେବି।"
10. "ବାଲ୍ୟ କାଳ ଶୀଘ୍ର ଶେଷ ହେବ, ସଚେତନ ହୁଅ।"
11. "ଟଙ୍କା କମାଇବା ସହଜ, ଆଦର କମାଇବା କଠିନ।"
12. "ନିଜ ନିଜ ନିଷ୍ପତି ନିଜେ ନିଅ, କିନ୍ତୁ ଭାବି ଚିନ୍ତି ନିଅ।"
13. "ଦୋସ୍ତି ବୁଝି ସୁଝି କର, ସମସ୍ତେ ତୋ ପରି ନୁହଁନ୍ତି।"
14. "ମୁଁ ପ୍ରତିଷ୍ଠିତ ଭାବେ ସର୍ବଦା ତୋ ପଛରେ ରହିପାରିବି ନାହିଁ, ନିଜେ ଲଢ଼ିବା ସିଖ।"
15. "ଯାହା କର, ମୋ ମୁଣ୍ଡ ଉଁଚା ହେବା ଉଚିତ।"
16. "ମୋତେ କିଛି ଦରକାର ନାହିଁ, ବାସ ତୁମେ ଖାଲି ଖୁସି ରୁହ।"
17. "ତୁ କଥା ଶିଖୁଛୁ, ସେ କଥା ଜୀବନରେ ଦିନେ ନା ଦିନେ କାମ ଆସିବ।"
18. "ଜୀବନର ଚଲା ପଥରେ ପଡ଼ିଗଲେ ମଧ୍ୟ, ଉଠିବା ଶିଖ।"
19. "ତୋ ପାଇଁ ହିଁ ମୁଁ ସବୁ କରୁଛି ବେଟା।"
20. "ଯେଉଁ ଦିନ ତୁ ନିଜ ପାଇଁ ଦୌଡ଼ିବୁ, ସେଇ ଦିନ ମୋ ସ୍ଵପ୍ନ ପୂରଣ ହେବ।"
21. "ତୁ ବାସ ମେହନତ କର, ଭାଗ୍ୟ ମୁଁ ଦେଖି ନେବି।"
22. "କେବେ ମିଥ୍ୟା କହିବୁ ନାହିଁ, ପରିସ୍ଥିତି ଯେପରି ହେଉ।"
23. "ତୁ ମୋ ବେଟା, ନିଜ ଉପରେ ବିଶ୍ୱାସ ରଖ।"
24. "ବେଟା ଯେତେ ବଡ଼ ହେଲେ ମଧ୍ୟ, ବାପା ସବୁବେଳେ ବାପା ହିଁ ରହେ।"
25. "ମୁଁ ନ ଥିବାବେଳେ ବୁଝିବୁ, ମୁଁ କେଉଁଠି ଥିଲି।"
---
🥹 ଆଜି ଯେତେବେଳେ ଏହି କଥା ମନେ ପଡ଼େ, ଲାଗେ —
ସେତେବେଳେ ବୁଝି ପାରିନଥିଲି, କିନ୍ତୁ ଆଜି ଏହି ପ୍ରତ୍ୟେକ ଶବ୍ଦ ମୋ ଜୀବନର ଅନ୍ଧାର ଲାଗୁଛି।
ଯଦି ଆପଣଙ୍କ ପିତା ମଧ୍ୟ ଏହି ସବୁ କଥା  କହିଥିଲେ — ତେବେ ଏହି ଶ୍ରଦ୍ଧା ସୂଚକ ❤️ ଅବଶ୍ୟ ପଠାନ୍ତୁ ନିଜ ବାପା ମା ପାଖକୁ। ନିଜ ମା ବାପା ଙ୍କୁ ଭଲ ପାଇ ତାଙ୍କ ଋଣ ପରିଶୋଧ କରନ୍ତୁ।
                        
                    
                    
                    
                    
                    
                                    
                                        
                                            ❤️
                                        
                                    
                                        
                                            🙏
                                        
                                    
                                        
                                            ❤
                                        
                                    
                                        
                                            🥹
                                        
                                    
                                        
                                            😢
                                        
                                    
                                    
                                        24