
PDF MARKET
May 22, 2025 at 06:09 PM
✅ ଓଡ଼ିଶାରେ ୯୦% ରୁ ଅଧିକ ପିଲା ଏହା ହିଁ ଚିନ୍ତା କରନ୍ତି ।
ଦଶମ ବୋର୍ଡ ପରୀକ୍ଷା -----> ଯୁକ୍ତ ଦୁଇ ପରୀକ୍ଷା ----> ଯୁକ୍ତ ତିନି ସେମିଷ୍ଟର ---->
📌 ଏଇଠି ରାସ୍ତା ତିନି ଆଡ଼କୁ ଅଛି
୧. କିଛି ପିଲା PG କରିବେ
୨. ଅନେକ ପିଲା B.ED କରିବେ
୩. ବାକି COMPETATIVE EXAM ପାଇଁ PREPARATION
୪. ଉପର ୩ ଟା ନ ହେଇ ପାରିଲେ,ଘରେ ଜବରଦସ୍ତ ବାହାଘର କରେଇ ଦେବେ
📌 ବାସ୍ ଏହା ପରେ ବି ରାସ୍ତା ଅଛି
୧. MASTER ଶେଷ କରି ସାରି କିଛି ପିଲା B.ED/COMPETATIVE EXAM PREPARATION କରିବେ
୨. ବଳକା ରହି ଯାଇଥିବା କିଛି ପିଲା ବାହା ହେଇ ଯିବେ
୩. ଆଉ କିଛି ପିଲା ନିଯୁକ୍ତି ପାଇଁ ଦାଦନ ଯିବେ
😢
😂
👍
❤️
28