PDF MARKET
PDF MARKET
May 26, 2025 at 01:59 PM
*ସର୍ବ ପ୍ରଥମେ ସମସ୍ତ ସାହିତ୍ୟ ପ୍ରେମୀ ମାନଙ୍କୁ ଶବ୍ଦ ପ୍ରଣାମ । ଆମ କବିତା ସାହିତ୍ୟ ଭଣ୍ଡାର ର ସାହିତ୍ୟ ଇ-ପତ୍ରିକା ପରବର୍ତ୍ତି ସଂସ୍କରଣ "ରଥଯାତ୍ରା ବିଶେଷାଙ୍କ-୨୦୨୫ ପାଇଁ କବିତା/କ୍ଷୁଦ୍ରଗଳ୍ପ ଆବଶ୍ୟକ । ଆପଣ ମାନେ ଆସନ୍ତା ୨୫ତାରିଖ ଠାରୁ ୦୫ତାରିଖ ଭିତରେ ଲେଖା ପଠାଇ ପାରିବେ ।* *ଆପଣମାନେ ପଠାଉ ଥିବା କବିତା ଗୁଡିକ ଯଥା ସମ୍ଭବ ୭/୮ପଦି ଏବଂ କ୍ଷୁଦ୍ରଗଳ୍ପ ୧୫୦/୨୦୦ ଶବ୍ଦର ହେବା ଆବଶ୍ୟକ । ସମସ୍ତେ ବୁଝିବା ଭଳି ସହଜ, ସରଳ ଶବ୍ଦର ପ୍ରୟୋଗ କରିବାକୁ ଅଧିକ ଗୁରୁତ୍ବ ଦେବେ । କବିତା ଗୁଡିକ ନିର୍ଭୁଲ ଏବଂ ମୋବାଇଲ ଟାଇପ୍ ହୋଇଥିବା ଆବଶ୍ୟକ । କୌଣସି ଫୋଟ ଲେଖା ଗ୍ରହଣୀୟ ନୁହେଁ, ନିଜସ୍ବ ଅପ୍ରକାଶିତ ଲେଖା ହେବା ଆବଶ୍ୟକ । କବିତା ସହ ନିଜର ଠିକଣା, ହ୍ବାଟସପ୍ ନମ୍ବର ଦେବାକୁ ଅନୁରୋଧ ।* *ଆମ ଠିକଣା:-Email ID [email protected] ହ୍ବାଟସପ୍ ନମ୍ବର:-୮୪୫୫୮୬୨୦୮୦* 🟩 JOIN OUR TELEGRAM CHANNEL https://telegram.me/PDF_MARKET
Image from PDF MARKET: *ସର୍ବ ପ୍ରଥମେ ସମସ୍ତ ସାହିତ୍ୟ ପ୍ରେମୀ ମାନଙ୍କୁ ଶବ୍ଦ ପ୍ରଣାମ । ଆମ କବିତା ସାହିତ...

Comments