
PDF MARKET
May 26, 2025 at 02:00 PM
*।।ଏକ ପ୍ରତିଷ୍ଠିତ ଇ ମାଗାଜିନ୍ ପାଇଁ ଲେଖା ଆବଶ୍ୟକ।।*
ଗୋଟିଏ ଇ ମାଗାଜିନ୍ ଢେଙ୍କାନାଳ ଜିଲ୍ଲାରେ ପ୍ରକାଶନ କରାଯିବ ଏହାର ଐତିହ୍ୟ,ଢେଙ୍କାନାଳରେ ଆରମ୍ଭ ହୋଇଥିବା ଧର୍ମ, ଛାତ୍ରଛାତ୍ରୀ ମାନଙ୍କର ନିଜସ୍ଵ ଲେଖା, ପ୍ରବନ୍ଧ, କବିତା, ଗବେଷଣା, ସ୍ଵାଧୀନତା ସଂଗ୍ରାମୀଙ୍କ ଜୀବନୀ, ସାହିତ୍ୟ, ଜୀବନୀ, ଶିକ୍ଷା, ସାମାଜିକ ମୂଲ୍ୟବୋଧ, ଇତିହାସ, କୌଣସି ଐତିହାସିକ ଗୁରୁତ୍ଵ ବହନକରୁଥିବା ସ୍ଥାନର ବିବରଣୀ (ଯେପରି କୁଞ୍ଜସହୁ ଛକ କାହିଁକି ଓ କାହା ଉଦ୍ଦେଶ୍ୟ ରେ ନାମ କରଣ ହେଲା? ଭାଗିରଥି ପୋଖରୀ ର ଇତିହାସ ଇତ୍ୟାଦି) କୁ ଆମେ ଆମ ଇ ମାଗାଜିନ୍ ରେ ସ୍ଥାନିତ କରାଯିବ। ଏଥିପାଇଁ ଲେଖକ ଙ୍କୁ କୌଣସି ଦେୟ ପ୍ରଦାନ କରିବାକୁ ପଡ଼ିବ ନାହିଁ।
୧. ଉଚ୍ଚ କୋଟୀର ଲେଖାକୁ ଅଗ୍ରାଧିକାର ଭିତ୍ତିରେ ପ୍ରକାଶନ କରାଯିବ।
୨. ଲେଖାଗୁଡ଼ିକ ୨୫୦ ରୁ ଆରମ୍ଭ ହୋଇ ୧୦୦୦ ଶବ୍ଦ ଭିତରେ ହେବା ଆବଶ୍ୟକ।
୨. ସଂପୃକ୍ତ ଲେଖସହ ଚିତ୍ର ଥିଲେ ସ୍ବାଗତଯୋଗ୍ୟ
୩. ଲେଖାଗୁଡିକ ନିଜସ୍ଵ ହେବା ଦରକାର ଏଥିପାଇଁ ଲେଖକ ଏକ ଘୋଷଣପତ୍ର ଦେବେ ।
୪. ଲେଖାରେ ଯଦି କୌଣସି ପୂର୍ବ ଲେଖକଙ୍କ ଲେଖାକୁ ନିଜ ଲେଖାରେ ଲେଖୁଛନ୍ତି ତେବେ ଉକ୍ତ ମୂଳ ଲେଖାର ସ୍ରୋତ ଯେପରିକି "ମୋ ଜୀବନ....ଉଦ୍ଧାର ହେଉ" ଭୀମ ଭୋଇ ରହିବା ଦରକାର।
୫. ଲେଖାଗୁଡିକ ଓଡ଼ିଆ କିମ୍ବା english ରେ କିମ୍ବା ଉଭୟ ଥିଲେ ସ୍ଵାଗତ ଯୋଗ୍ୟ।
୬. ଲେଖକ ବ୍ୟାକରଣ ପଦ ସଂରଚନା ଆଦିକୁ ଆଖିରେ ରଖିବା ଦରକାର।
୭. ଏହି ଲେଖାରେ ରାଜନୟତିକ ବ୍ୟକ୍ତିଗତ ନିନ୍ଦା ଆଦି ହେଉନଥିବା ଦରକାର।
୮. ଲେଖାକଙ୍କ ଲେଖାକୁ ପ୍ରାପ୍ତି ସ୍ୱୀକାର ର ୭ ଦିନପରେ ଇ ମାଗାଜିନ୍ ରେ ପ୍ରକାଶନ କରାଯିବ।
୯. କୌଣସି ଲେଖା ଇ ମାଗାଜିନ୍ ରେ ପ୍ରକାଶନ କରିବା ତାହା ସମ୍ପାଦକ ଙ୍କ ନିଜସ୍ଵ ଇଚ୍ଛା ଉପରେ ନିର୍ଭର କରେ।
୧୦. ଲେଖକ ସେମାନଙ୍କ ଲେଖାକୁ ଓଡ଼ିଆ ଭାଷା ରେ ପ୍ରକାଶନ ପାଇଁ କମ୍ପ୍ୟୁଟର ର ଓଡ଼ିଆ ଫୋନେଟିକ କିମ୍ବା ମୋବାଇଲ୍ ର ଓଡ଼ିଆ ଲିପି ବ୍ୟବହାର କରିବା ଦରକାର।
୧୧. କୌଣସି ଲେଖକ ଙ୍କ ଲେଖା ରେ AI generative ୧୦% ଗ୍ରହଣୀୟ ଅଟେ।
*ଇଛୁକ ବ୍ୟକ୍ତିମାନେ ମୋତେ 7381010216 ମାଧ୍ୟମରେ ମୋତେ ଯୋଗାଯୋଗ କରିପାରିବେ। ଶ୍ରେଷ୍ଠ ଲେଖାକୁ ପୁରସ୍କୃତ କରାଯିବ*
🟩 JOIN OUR TELEGRAM CHANNEL
https://telegram.me/PDF_MARKET
❤️
1