PDF MARKET
PDF MARKET
June 14, 2025 at 05:03 PM
*ଭୁବନେଶ୍ୱର ରେ ପ୍ରାୟ ସବୁ ଜାଗା ରେ ଲେଖାଯାଇଥିବା ଓଡିଆ ଶବ୍ଦ ର ବନାନ ଭୁଲ୍। କହିବା ଯାଏଁ ତ ଠିକ୍ ଅଛି। ହେଲେ ସାମାଜିକ ଗଣମାଧ୍ୟମ ରେ ବି ଲୋକେ ଲେଖୁଛନ୍ତି ଭୁଲ। ଅନେକ ଭୁଲ୍। ବନାନ, ଅର୍ଥ ପ୍ରାୟ ସବୁ। ଇଂରାଜୀ ଲିପି ରେ ଅନେକ ଲେଖା ଯାହାର ଓଡିଆରେ ବନାନ ହେଉଛି ଯେମିତିକି - "ଆପଣୋ ଭଲୋ ଲେଖୁଛନ୍ତି। "* *ଓଡିଆ ର ବନାନ, ଉଚ୍ଚାରଣ ସବୁ ରେ "ଓ" କେବେ ଠାରୁ ଲାଗିଲା? ଅନ୍ତତଃ ଭାଷାର ସୌନ୍ଦର୍ଯ୍ୟ ତ ରହୁ। ଓଡିଆ ଏକ ସୁନ୍ଦର ଭାଷା। ଇଂରାଜୀ, ହିନ୍ଦୀର ଆବଶ୍ଯକତା ବହୁତ ଅଧିକ ହେଲେ ସେ ସବୁ କୁ ମହତ୍ବ ଦେଇ ନିଜ ଭାଷା କୁ ଅସୁନ୍ଦର କରିବାର କୌଣସି ଅର୍ଥ ରହିଯାଏନା ତ। ଏଥି ପ୍ରତି ସମସ୍ତେ ସଚେତନ ହେବା ଉଚିତ।* *(ସୋସିଆଲ ମିଡ଼ିଆ)*
👍 ❤️ 😢 28

Comments