
PDF MARKET
June 17, 2025 at 07:05 AM
*ବୈଶିଷ୍ଟ୍ୟ ତ୍ରୈମାସିକ ପ୍ରସଙ୍ଗ ଭିତ୍ତିକ ପତ୍ରିକା ବାର୍ଷିକ ବିଶେଷାଙ୍କ ପାଇଁ ଲେଖା ଆହ୍ବାନ କରୁଛି*
- କବିତା ( open theme)
- ଅଣୁ ଗଳ୍ପ ( ୨୫୦ ଶବ୍ଦ ଭିତରେ)
- ଭୈାତିକ ଗଳ୍ପ (୮୦୦ ଶବ୍ଦରେ )
ଲେଖା କେବଳ ମେଲ୍ ମାଧ୍ୟମରେ ଗ୍ରହଣ କରାଯିବ । ଚୟନ ହେଇଥିବା ଲେଖା ହିଁ ପ୍ରକାଶିତ କରାଯିବ । ଲେଖା (ଟାଇପ୍ କିମ୍ବା word file), ଫୋଟୋ ଏବଂ ସମ୍ପୂର୍ଣ୍ଣ ଠିକଣା ନିମ୍ନଲିଖିତ ମେଲ୍ ରେ ପଠାଇବେ ।
[email protected]
ବି.ଦ୍ର.:-
*ଲେଖା ପଠାଇବା ଶେଷ ତାରିଖ - ଜୁଲାଇ ୧୫, ୨୦୨୫ ।*
👍
2