PDF MARKET
PDF MARKET
June 17, 2025 at 01:03 PM
*ଆପଣ ମାନଙ୍କ ପ୍ରିୟ ପତ୍ରିକା *ଏଇ ସହକାର* ପୂଜା ବିଶେଷାଙ୍କ ପାଇଁ ଲେଖା ଆହ୍ବାନ କରୁଛି ।* - କବିତା ( open theme) - ଅଣୁ ଗଳ୍ପ ( ୨୫୦ ଶବ୍ଦ ଭିତରେ) - ଭୈାତିକ ଗଳ୍ପ (୮୦୦ ଶବ୍ଦରେ ) - ପ୍ରବନ୍ଧ - ପୁସ୍ତକ ସମୀକ୍ଷା - ସାକ୍ଷାତକାର - ବିଜ୍ଞାପନ ଲେଖା କେବଳ ମେଲ୍ ମାଧ୍ୟମରେ ଗ୍ରହଣ କରାଯିବ । ଚୟନ ହେଇଥିବା ଲେଖା ହିଁ ପ୍ରକାଶିତ କରାଯିବ । ଲେଖା (ଟାଇପ୍ କିମ୍ବା word file), ଫୋଟୋ ଏବଂ ସମ୍ପୂର୍ଣ୍ଣ ଠିକଣା ନିମ୍ନଲିଖିତ ମେଲ୍ ରେ ପଠାଇବେ । [email protected] ବି.ଦ୍ର.:- *ଲେଖା ପଠାଇବା ଶେଷ ତାରିଖ - ଜୁଲାଇ ୧୦, ୨୦୨୫ ।* ସମ୍ପାଦକ

Comments