PDF MARKET
PDF MARKET
June 17, 2025 at 01:05 PM
*ନିର୍ଭୟ ସାହିତ୍ୟ ପୃଷ୍ଠା କୁ ଲେଖା ଦେବାପାଇଁ* [email protected] ବା [email protected] କୁ ନିଜ ସ୍ବରଚିତ ମୌଳିକ ଲେଖା ପଠାନ୍ତୁ ପରେ ପ୍ରକାଶ ପାଇଁ ତିନି ମାସ ଓ ଲେଖା ପ୍ରକାଶ ପାଇବା ପରେ ଲେଖା ପଠାଇବା କୁ ଅନ୍ତତଃ ଦୁଇ ମାସ ଅପେକ୍ଷା କରନ୍ତୁ । ଯୋଗ୍ୟ ବିବେଚିତ ଲେଖା ନିଶ୍ଚିତ ଭାବରେ ପ୍ରକାଶିତ ହେବ , ଦୈନିକ ନିର୍ଭୟର ସାପ୍ତାହିକ ସାହିତ୍ଯ ପୃଷ୍ଠାର ଉଦୟରଙ୍ଗ ପାଇଁ 4/6 ସ୍ବରଚିତ ମୌଳିକ କବିତା , short bio ,one line re ମୁଁ କାହିଁକି ଲେଖେ ,35 yrs ରୁ କମ ବୟସର ଲେଖକ , [email protected] I'd ରେ ପଠାଇବାକୁ ଅନୁରୋଧ।

Comments