News ଖବର ଆଜିର
June 15, 2025 at 04:36 PM
*ଓଡିଶା ରାଜ୍ୟକୁ ଶନି ଗ୍ରାସିଛି।ମୟୁରଭଞ୍ଜ, କୋରାପୁଟ ଓ ସୁନ୍ଦରଗଡ ଜିଲ୍ଲାରେ ବିଭିନ୍ନ ସ୍ଥାନର ଜଳାଶୟରେ ଅଘଟଣ ଘଟି ୫ ଜଣ ଯୁବକ ଯୁବତୀଙ୍କର ମୃତ୍ୟୁ ଘଟିଛି। ମୟୂରଭଂଜ ଜିଲ୍ଲାରେ ୨ ଜଣ ଯୁବକ, କୋରାପୁଟ ଜିଲ୍ଲାରେ ଦୁଇ ଜଣ ଯୁବକ ଯୁବତୀ ଓ ରାଉରକେଲାରେ ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଛି*
Image from News ଖବର ଆଜିର: *ଓଡିଶା ରାଜ୍ୟକୁ ଶନି ଗ୍ରାସିଛି।ମୟୁରଭଞ୍ଜ, କୋରାପୁଟ ଓ ସୁନ୍ଦରଗଡ ଜିଲ୍ଲାରେ ବିଭ...
😢 6

Comments