News ଖବର ଆଜିର
June 15, 2025 at 11:40 PM
*ଦେଶରେ ପୁଣି ଏକ ଦୁଃଖଦ ଦୁର୍ଘଟଣାରେ 30 ଜଣ ମରିଥିବା ସମ୍ଭାବନା। ସରକାରଙ୍କ ଉଦାସୀନତା ଓ ସରକାରୀ ଇଂଜିନିୟରଙ୍କ ମୂର୍ଖାମୀ ଯୋଗୁଁ ମହାରାଷ୍ଟ୍ରର ପୁନେର ଇନ୍ଦ୍ରାୟଣୀ ନଦୀ ଉପରେ ନିର୍ମିତ ପୋଲର ଅଧା ଭାଙ୍ଗି ପଡ଼ିବାରୁ ୩୦ ଜଣ ଲୋକ ନଦୀରେ ପଡ଼ି ନିଖୋଜ ହୋଇଛନ୍ତି । ଏଯାଏଁ କିଛିଟା ମୃତଦେହ ଉଦ୍ଧାର ହୋଇଛି*
Image from News ଖବର ଆଜିର: *ଦେଶରେ ପୁଣି ଏକ ଦୁଃଖଦ ଦୁର୍ଘଟଣାରେ 30 ଜଣ ମରିଥିବା ସମ୍ଭାବନା। ସରକାରଙ୍କ ଉଦାସୀ...
😢 3

Comments