News ଖବର ଆଜିର
June 17, 2025 at 01:38 AM
*ଖବର ଆଜିର, ୧୭ ଜୁନ, ମଙ୍ଗଳବାର* ======================= ରାଜ୍ୟରେ ମୌସୁମୀ ସକ୍ରିୟ। ଆସନ୍ତା ୪ ଦିନ ଭଲ ବର୍ଷା ହେବ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମାଡ଼ି ଚାଲିଛି ଝାଡ଼ାବାନ୍ତି। କିଛି ମୃତ, ଅନେକ ଡାକ୍ତରଖାନାରେ ଭର୍ତ୍ତି। ଢ଼ାବା ଓ ରାସ୍ତାକଡ ଖାଦ୍ୟ ନ ଖାଇବାକୁ ଅପିଲ ଜନଗଣନା ପ୍ରକ୍ରିୟା ଆରମ୍ଭ: ୨୧ ମାସ ଧରି ଚାଲିବ, ପ୍ରଥମ ପର୍ଯ୍ୟାୟରେ ସମ୍ପତ୍ତି, ଆୟ, ଗୃହ ସମ୍ପର୍କିତ ତଥ୍ୟ ସଂଗ୍ରହ କେନ୍ଦ୍ରୀ ସରକାରୀ ଟିମ ଦେଲେ ଝାଡ଼ାବାନ୍ତି ରିପୋର୍ଟ। ମହାମାରୀ ନୂହେଁ, ସ୍ଥାନୀୟ ସାଧାରଣ ସଂକ୍ରମଣ। ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର ବୈଠକରେ ବିଭିନ୍ନ ଦାବି ଉପରେ ଆଲୋଚନା ହେଲା। odiaxpress ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ ଫୁଲୁରି ତେଲ ଲାଗି ହେଲା, ଧୀରେ ଧୀରେ ସୁସ୍ଥ ହେବେ ତିନି ଠାକୁର। ରାଜ୍ୟରେ ଖୋଲିବ ୫ ଘରୋଇ ବିଶ୍ବବିଦ୍ୟାଳୟ, ଏବର୍ଷ ନୂଆ କଲେଜ ନ ଖୋଲିବାକୁ ନିଷ୍ପତ୍ତି ଭୁବନେଶ୍ୱର ନନ୍ଦନକାନନରେ ରଜ ତିନିଦିନରେ ୭୮,୩୨୨ ପର୍ଯ୍ୟଟକ ବୁଲିଲେ। ରାଜ୍ୟରେ ଡାକ୍ତରଙ୍କ ଘୋର ଅଭାବ ରହିଛି, ଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ, ପୁଣି କହିଲେ ମନ୍ତ୍ରୀ ମହାଲିଙ୍ଗ ଢେଙ୍କାନାଳରେ ବେଦାନ୍ତ କରିବ ଆଲୁମିନିୟମ୍ ପ୍ରକଳ୍ପ, ନିବେଶ ହେବ ୧,୨୮,୦୦୦ କୋଟି। odiaxpress ଡେଙ୍ଗୁ ପ୍ରତିକାର ପାଇଁ ବିଏମସି ଟିମ ଭୁବନେଶ୍ୱରରେ ପାଣି ଜମିଥିବା ସ୍ଥାନକୁ ସଫା କରୁଛନ୍ତି, ସୂଚନା ଦେଲେ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସାନ ଭାଇ ରଣାର୍ଣ୍ଣବ ଦେବଙ୍କ ପରଲୋକ। ଓଡ଼ିଶା ମିଲ୍‌ରେ ଛତିଶଗଡ଼ ଧାନ। ବରଗଡ଼ ପାରି ହୋଇ ଯାଉଛି ସୁବର୍ଣ୍ଣପୁର। ପ୍ରଶାସନ ଶୋଇଛି। odiaxpress ଟାଟା ପାୱାର ବିଦ୍ୟୁତ୍ ବିତରଣ ସେବାରେ ଘୋର ବିଭ୍ରାଟ। ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ କୋରାପୁଟ କୋଟପାଡ଼ ଗୁଲମୀ ଜଳପ୍ରପାତରେ ଭାସିଗଲେ ୨ ନାବାଳକ। ସେଲ୍‌ଫି ହେଲା କାଳ ରାୟଗଡା ଜିଲ୍ଲା ଗୁଣୁପୁରରେ ଭୋଜି କରି ଫେରିବା ବେଳେ ବଜ୍ରଘାତରେ ୨ ମହିଳା ମୃତ ଓ ୧ ଗୁରୁତର। odiaxpress ବ୍ରହ୍ମପୁର ଗୋପାଳପୁରରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗରେ ୭ ଅଟକ। ବାଲେଶ୍ୱରରେ ଘରେ ଶୋଇଥିବା ବେଳେ ମାଆ ଝିଅଙ୍କୁ କାମୁଡ଼ିଲା ସାପ, ଝିଅ ମୃତ, ମାଆ ଗୁରୁତର। କଟକ ସାଲେପୁରରେ ଅବକାରୀ ବିଭାଗ ଅଧିକାରୀ ଅଫିସରେ ନିଶା ଖାଇ ନିଲମ୍ବିତ ହେଲେ ଯାଜପୁରରେ ୨ ସପ୍ତାହ ବନ୍ଦ ରହିବ ଢାବା, ଫାଷ୍ଟଫୁଡ ଦୋକାନ, ନ ମାନିଲେ ଆଇନ ଅନୁଯାୟୀ ଦଣ୍ଡ। ପଛପଟେ ବିକ୍ରି ଚାଲିଛି। odiaxpress କେନ୍ଦ୍ରାପଡା ଆଳିରେ ପାନିଆ ଯୋରରେ ଗାଧୋଇଲା ବେଳେ ମହିଳାଙ୍କୁ ଟାଣିନେଲା କୁମ୍ଭୀର। ଇନଭେଷ୍ଟ ଠକେଇ ଘଟଣାରେ ଭଦ୍ରକରୁ ଉମାଶଙ୍କର ଦୀକ୍ଷିତ ଗିରଫ ରାଉରକେଲା ଆର୍‌ଜିଏଚ୍‌ ଔଷଧ ବିତରଣ କେନ୍ଦ୍ର ଛାତରୁ ଖସୁଛି ଅତଡ଼ା। କେତେବେଳେ ଗଳିପଡ଼ିବ। odiaxpress ଲଗାଣବର୍ଷାରେ ମୁମ୍ବାଇରେ ୧୮ ମୃତ। ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବି ଖରାପ ଅବସ୍ଥା। ସୁପ୍ରିମକୋର୍ଟ ନିୟମ ହିସାବରେ ଏବେ ଶନିବାର ରେଜିଷ୍ଟ୍ରି ଖୋଲା ରହିବ। କଲମ୍ବୋରେ ମହିଳା ଦିନିକିଆ କ୍ରିକେଟ୍ ବିଶ୍ୱକପ, ଅକ୍ଟୋବର ୫ରେ ଭାରତ- ପାକିସ୍ତାନ ଖେଳିବେ। odiaxpress ଇସ୍ରାଏଲ-ଇରାନ ଯୁଦ୍ଧରେ ଭାଗ ନେବାପାଇଁ ଆମେରିକା ଯୁଦ୍ଧ ଜାହାଜ ବାହାରିଲା ====================== *ମାଗଣାରେ ଟିଭି ଦେଖନ୍ତୁ* https://play.google.com/store/apps/details?id=com.app.tvzone ====================== ଆଜି ବିଶ୍ୱ ତାପମାତ୍ରା ଓ ଦୁର୍ଭିକ୍ଷ ପ୍ରତିରୋଧ ଦିବସ ଆଜି ଜନ୍ମଦିନ: କେଏନ କାଟଜୁ, ଲିଆଣ୍ଡର ପେସ, ମଜରୁ ସୁଲତାନପୁରୀ, ଅମ୍ରିତା ରାଓ, ସୋନା ମହାପାତ୍ର, ନିତ୍ୟାନନ୍ଦ ମହାପାତ୍ର (ନେତା, ଭଦ୍ରକ) ଆଜି ତିରୋଧାନ: ମମତାଜ ମହଲ, ରାଣୀ ଲକ୍ଷ୍ମୀବାଇ, ଗୋପବନ୍ଧୁ ଦାସ ଇତିହାସରେ ଆଜି ଦିନ: (୧୫୪୯) ବେଲଜିୟମ ରୁ ଜୀଉ ମାନଙ୍କୁ ବହିଷ୍କାର କରାଗଲା/ (୧୭୫୬) କଲିକତା ଆକ୍ରମଣ କଲେ ସିରାଜ ଉଦୌଲା/ (୧୭୯୯) ଇଟାଲୀକୁ ନିଜ ସାମ୍ରାଜ୍ୟରେ ମିଶେଇଲେ ନେପୋଲିୟନ/ (୧୮୫୮) ଝାନସୀ ରାଣୀ ଲକ୍ଷ୍ମୀବାଇଙ୍କୁ ହତ୍ୟା କରାଗଲା/ (୧୯୩୮) ଚୀନ ଉପରେ ଜାପାନର ଯୁଦ୍ଧ ଘୋଷଣା/ (୧୯୫୬) ହିନ୍ଦୁ ଉତ୍ତରାଧିକାରୀ ଆଇନ ପାରିତ ହେଲା/ (୨୦୦୮) ଯୁଦ୍ଧ ବିମାନ ତେଜସ ର ସଫଳ ପରୀକ୍ଷା ======================= *ଗଛଟିଏ ଲଗାନ୍ତୁ* *ବନ୍ଦେ ଉତ୍କଳ ଜନନୀ* 🪻🌻🪻
👍 ❤️ 😮 🙏 16

Comments