News ଖବର ଆଜିର
June 17, 2025 at 09:46 AM
*ରାଜ୍ୟର ସମସ୍ତ ଜିଲ୍ଲାରେ ଭଲ ବର୍ଷା ହେବ। ୨୬ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ୫ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ମ୍ୟାପରେ ଜିଲ୍ଲା ଗୁଡିକ ଦେଖନ୍ତୁ*
Image from News ଖବର ଆଜିର: *ରାଜ୍ୟର ସମସ୍ତ ଜିଲ୍ଲାରେ ଭଲ ବର୍ଷା ହେବ। ୨୬ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କର...
👍 😮 4

Comments