News ଖବର ଆଜିର
June 19, 2025 at 01:37 AM
*ଖବର ଆଜିର, ୧୯ ଜୁନ, ଗୁରୁବାର* ======================= ଆଜିଠାରୁ ପାଞ୍ଚଦିନ ପ୍ରବଳ ବର୍ଷା, ବଜ୍ରପାତ ଏବଂ ପବନ ହେବ। ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ, ଆସାମ ପାଇଁ ରେଡ୍ ଆଲର୍ଟ ଜାରି ଜିଲ୍ଲା ଗଠନର ୩୧ବର୍ଷ ପରେ, ଆସନ୍ତା କାଲି ବୌଦ୍ଧବାସୀ ଦେଖିବେ ରେଳ। odiaxpress ଆସନ୍ତା କାଲି ମୋଦୀ ଆସିବେ, ରୋଡ଼ ସୋ କରିବେ। କଟକ ଓ ଭୁବନେଶ୍ବରରେ ସମସ୍ତ ସ୍କୁଲ ଛୁଟି ଘୋଷଣା। ଭୁବନେଶ୍ବର-କୋଲକାତା ଇଣ୍ଡିଗୋ ବିମାନରେ ପକ୍ଷୀ ମାଡ଼, ଅଳ୍ପକେ ବର୍ତ୍ତିଲେ ୧୮୦ ଯାତ୍ରୀ। odiaxpress କେନ୍ଦ୍ରୀୟ ଟିମର ରିପୋର୍ଟ, ମଇଳା ପାଣି ଯୋଗୁଁ ବିଭିନ୍ନ ଜିଲ୍ଲାରେ ଡାଇରିଆ ବ୍ୟାପିଛି ଭୁବନେଶ୍ୱରରେ ଆରମ୍ଭ ହେଲା ଜଣ୍ଡିସ୍‌। ୫୦ ଜଣ ରୋଗୀ ଆକ୍ରାନ୍ତ ପରେ ଚିକିତ୍ସା ହେଉଛନ୍ତି। odiaxpress ନବୀନ ପଟ୍ଟନାୟକ ଚିକିତ୍ସା ପାଇଁ ମୁମ୍ୱାଇ ଯିବେ ବୋଲି ନିଜେ ସୂଚନା ଦେଲେ ଦୀର୍ଘ ଦିନର ଅପେକ୍ଷା ପରେ ସମୁଦ୍ରରେ ଧରା ହେଉଛନ୍ତି ପ୍ରଚୁର ଇଲିଶି ମାଛ। କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ସୁବ୍ରତ ସେନାପତିଙ୍କୁ ଯୁବ ସାହିତ୍ୟ ପୁରସ୍କାର ଓ ରାଜକିଶୋର ପାଢୀଙ୍କୁ ମିଳିବ ବାଲ୍‌ ସାହିତ୍ୟ ପୁରସ୍କାର। କଟକରେ ସିଲ ବୋତଲରେ ମଇଳା ପିଇବା ପାଣି ବିକ୍ରି ହେଉଥିବା ବେଳେ ଧରା ପଡିଲା। odiaxpress ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ରେଲୱେ ଷ୍ଟେସନ ପାର୍କିଂ ସ୍ଥାନରେ ହଠାତ ୮ ଗୁଣ ବଢିଗଲା ପାର୍କିଂ ଫି' ବିଭିନ୍ନ ରାସ୍ତା କଡରେ ନିମ୍ନମାନର ଖାଦ୍ୟ ବିକ୍ରି। ସୁରକ୍ଷା ମାନୁ ନାହାନ୍ତି ଗ୍ରାହକ। ଭୁବନେଶ୍ୱର ମଞ୍ଚେଶ୍ବରରେ ପୁଲିସ ପିସିଆର ଭ୍ୟାନ ଠେଲା ହେବା ଖବର ସାମ୍ନାକୁ ଆସିଲା ମୁଖ୍ୟମନ୍ତ୍ରୀ ମାଝୀଙ୍କ ଏଆଇ ଭିଡିଓ ପୋଷ୍ଟ କଲେ ବୋଲି ଗିରଫ ହେଲେ ରାୟଗଡ଼ାର ଯୁବକ। odiaxpress ନବରଙ୍ଗପୁର ଯୁବକ ସମର୍ଥ ଗୌଡ଼ ଦାଦନ ଖଟିବାକୁ ଯାଇଥିଲେ। ଘରକୁ ଫେରି ବସଷ୍ଟାଣ୍ଡ ପାଖ ବରଗଛରେ ଆତ୍ମହତ୍ୟା କଲେ ଗଂଜାମ ଦିଗପହଣ୍ଡି ବିଜେଡି ନେତାଙ୍କୁ ହତ୍ୟା ମାମଲାରେ ୪ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ କଟକ ବକ୍ସିବଜାର ଛକରେ ଜଣେ ବ୍ୟକ୍ତିଙ୍କ ଗଳାକାଟି ହତ୍ୟା। ମୃତକ ବାଦାମବାଡ଼ି ଥାନା ଶଙ୍କରପୁର ଅଞ୍ଚଳର ଅଶୋକ ବାରିକ ବ୍ରହ୍ମପୁର ପାଳଝଡ଼ି ଡବଲ୍ ମର୍ଡର ଘଟଣାରେ ଚାରି ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍। ମୟୂରଭଞ୍ଜ ରାଇରଙ୍ଗପୁର ପୋଖରିଆ ଗ୍ରାମରେ ଯୁବକ ଯୁବତୀଙ୍କ ଏକାଠି ଆତ୍ମହତ୍ୟା ଝାଡ଼ଖଣ୍ଡରେ ବିବାହର ମାସକ ପରେ ସ୍ବାମୀଙ୍କ ଖାଦ୍ୟରେ ବିଷ ଦେଇ ହତ୍ୟା କଲା ସ୍ତ୍ରୀ ରାୟପୁରରେ ହଠାତ୍ ବନ୍ଦ ହେଇଗଲା ଇଣ୍ଡିଗୋ ବିମାନ ଗେଟ୍, ୪୦ ମିନିଟ ଫସିଗଲେ ଯାତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ପଞ୍ଜାବ କ୍ୟାବିନେଟ ମନ୍ତ୍ରୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ। odiaxpress କେଦାରନାଥରେ ଭୂସ୍ଖଳନରେ ଦୁଇ ମୃତ, ୩ ଆହତ। ଓଡ଼ିଶା ସୀମାନ୍ତ ଆନ୍ଧ୍ରପ୍ରଦେଶରେ ତିନି ଦୁର୍ଦ୍ଦାନ୍ତ ମାଓବାଦୀ ନିପାତ, ଏମାନଙ୍କ ନାଆଁରେ ଥିଲା ୫୦ ଲକ୍ଷ ଟଙ୍କାର ପୁରସ୍କାର ବର୍ଷାରେ ବେହାଲ ଉତ୍ତର ଭାରତର ଅନେକ ରାଜ୍ୟ। ଲଗାଣ ବର୍ଷା ବଢାଇଲା ବନ୍ୟା ଆଶଙ୍କା। odiaxpress ଫାଷ୍ଟ୍ୟାଗ୍‌ ଏବେ ବାର୍ଷିକ ଆଗତୁରା ନେଇଯିବ ତିନିହଜାର ଟଙ୍କା। ବର୍ଷସାରା ଆଉ ଟୋଲ ଗେଟରେ ଦେବାକୁ ପଡିବନି ଟଙ୍କା ବଢ଼ୁଛି ଇସ୍ରାଏଲ ସଙ୍କଟ। କ୍ଷେପଣାସ୍ତ୍ର ଅଭାବ, ଏୟାର ଡିଫେନ୍ସ ବିଫଳ ଆମେ ଭାରତର ବିଭାଜନ କରି ୧୯୭୧ ପରାଜୟର ପ୍ରତିଶୋଧ ନେବୁ, ଆମେରିକାରେ କହିଲେ ପାକିସ୍ତାନର ମୁନିର ====================== *ସକାଳ ଖବର ପାଇଁ follow କରନ୍ତୁ* https://whatsapp.com/channel/0029Va9CSms4dTnFavuQgR12 ====================== ଆଜି ସିକଲ ସେଲ ସଚେତନତା ଦିବସ ଆଜି ଜନ୍ମଦିନ: ସଲମନ ରଶଦୀ, ରାହୁଲ ଗାନ୍ଧୀ, ମୁକେଶ ଖାନ୍ନା, କାଜଲ ଅଗ୍ରୱାଲ, ଆଶିଷ ବିଦ୍ୟାର୍ଥୀ, ମଣିମାଳା ଦେବୀ (ଅଭିନେତ୍ରୀ, କଟକ), ଅମୀୟ ପୂଜାରୀ (ବୈଜ୍ଞାନିକ, ସମ୍ବଲପୁର) ଇତିହାସରେ ଆଜି ଦିନ: (୧୯୬୬) ଶିବ ସେନା ଦଳ ପ୍ରତିଷ୍ଠା ହେଲା/ (୧୯୮୧) ଭାରତର ଆପଲ ସାଟେଲାଇଟ ପ୍ରେରଣ ସଫଳ/ (୧୯୬୧) ଜୁଏତ ସ୍ୱାଧୀନ ହେଲା/ (୧୮୬୫) ଆମେରିକା ଟେକ୍ସାସ ରେ ସମସ୍ତ କ୍ରୀତଦାସଙ୍କୁ ମୁକ୍ତ କରାଗଲା ======================= *ଗଛଟିଏ ଲଗାନ୍ତୁ*🌱 *ବନ୍ଦେ ଉତ୍କଳ ଜନନୀ* 🪻🌻🪻
👍 ❤️ 😮 🙏 15

Comments