Odisha Weather Update
                                
                            
                            
                    
                                
                                
                                June 15, 2025 at 02:24 AM
                               
                            
                        
                            ରଜ ଦ୍ଵିତୀୟ ଦିନରେ ମଧ୍ୟ ଗୁଳୁଗୁଳି..
ଆଜି ଅପରାହ୍ନ ପରଠାରୁ ମିଳିପାରେ ଆଶ୍ବସ୍ତି 
ଉତ୍ତର ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ପ୍ରଭାବରେ ଆଜି ଅପରାହ୍ନ ପରଠାରୁ ରାଜ୍ୟରେ ବୃଦ୍ଧି ପାଇବ ବର୍ଷାର ବିସ୍ତୃତି। ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ଆଜି ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
                        
                    
                    
                    
                        
                        
                                    
                                        
                                            👍
                                        
                                    
                                        
                                            😮
                                        
                                    
                                    
                                        4