Odisha Weather Update
                                
                            
                            
                    
                                
                                
                                June 15, 2025 at 07:55 AM
                               
                            
                        
                            ଉପକୂଳ ମୁହାଁ ବାରିବାହ..
ଆଗାମୀ କିଛି ଘଣ୍ଟାରେ ଉପକୂଳ ଏବଂ ଏହାର ସଂଲଗ୍ନ ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ଗୋଟେ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ମଧ୍ୟ ଆଶଙ୍କା।
                        
                    
                    
                    
                        
                        
                                    
                                        
                                            👍
                                        
                                    
                                        
                                            😢
                                        
                                    
                                    
                                        5