Odisha Weather Update
                                
                            
                            
                    
                                
                                
                                June 17, 2025 at 06:32 AM
                               
                            
                        
                            ପଶ୍ଚିମବଙ୍ଗ ଉପରେ ସକ୍ରିୟ ଲଘୁଚାପ 
ଏହା ପ୍ରଭାବରେ ଉତ୍ତର ଓଡିଶା ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ସମ୍ଭାବନା, ବିଶେଷକରି ବାଲେଶ୍ଵର, ମୟୁରଭଞ୍ଜ, କେନ୍ଦୁଝର, ଦେବଗଡ଼ ଏବଂ ସୁନ୍ଦରଗଡ଼ ଜିଲ୍ଲାର ଗୋଟେ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ସମ୍ଭାବନା
                        
                    
                    
                    
                        
                        
                                    
                                        
                                            ❤️
                                        
                                    
                                        
                                            👍
                                        
                                    
                                        
                                            😮
                                        
                                    
                                    
                                        5