Odisha Weather Update
                                
                            
                            
                    
                                
                                
                                June 18, 2025 at 07:43 AM
                               
                            
                        
                            ମୟୁରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ଼ ପାଇଁ ପ୍ରବଳରୁ ଅତିପ୍ରବଳ ବର୍ଷାର ଚେତାବନୀ, ବିଶେଷ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ମୟୁରଭଞ୍ଜ..
ତେବେ ଧୀରେ ଧୀରେ ପଶ୍ଚିମ ଓଡ଼ିଶାରେ ବର୍ଷାର ପରିମାଣରେ ବୃଦ୍ଧି ସହିତ ଆସନ୍ତାକାଲି ଭୁବନେଶ୍ୱର ଓ କଟକ ସହର ସମେତ ଅଭ୍ୟନ୍ତରୀଣ ଓଡ଼ିଶାର ଗୋଟେ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି
                        
                    
                    
                    
                        
                        
                                    
                                        
                                            👍
                                        
                                    
                                        
                                            😢
                                        
                                    
                                    
                                        8