Odisha Weather Update
                                
                            
                            
                    
                                
                                
                                June 20, 2025 at 11:06 AM
                               
                            
                        
                            ସୁବର୍ଣ୍ଣରେଖା ନଦୀରେ ମଧ୍ୟମ ଧରଣ ର ବନ୍ୟା ଆଶଙ୍କା!!!
ବିଗତ 3 ଦିନର ଲଗାଣ ବର୍ଷା ପରେ ସୁବର୍ଣରେଖା ନଦୀ କିଛି ସ୍ଥାନରେ ବିପଦ ସଙ୍କେତ ଅତିକ୍ରମ କରିଛି, ଏହା ପ୍ରଭାବରେ ନଦୀର ତଳ ଭାଗରେ ଛୋଟ-ମଧ୍ୟମ ଧରଣର ବନ୍ୟା ଆଶଙ୍କା।
                        
                    
                    
                    
                        
                        
                                    
                                        
                                            ❤️
                                        
                                    
                                        
                                            😮
                                        
                                    
                                    
                                        2