
SS Publication
June 18, 2025 at 06:05 PM
ତୁ ଆଉ ମୁଁ _୨୪୨
ଏ ଶୁଣ ନା...
ଟିକେ ବ୍ରେକ ନିଅ...!
ଟିକେ ସମୟ ଦେଇ ଦିଅ, ତାଙ୍କୁ ଯିଏ ତୁମ ଅପେକ୍ଷାରେ ଅଛନ୍ତି ...!
ତୁମକୁ ତ ସେ କେବେ କିଛି ମାଗି ନାହାନ୍ତି , ତେବେ
କେତେବେଳେ ,କେମିତି ଟିକେ ମେସେଜ ର ରିପ୍ଲାୟୀ ବି ଦେଇ ଦିଅ ...! ହୁଏତ ତୁମ ଦୁଇ ଧାଡ଼ି ମେସେଜ ରେ ସବୁକିଛି ତାଙ୍କୁ ମିଳିଯିବ ....ଏବଂ "ତୁ ଆଉ ମୁଁ " ର ସମ୍ପର୍କ ଟା ଭାଙ୍ଗିବା ପୂର୍ବରୁ ମଉଳି ଯିବ..!
✍️ପ୍ରଶାନ୍ତ କୁମାର ବିଦ୍ୟାଧର